ବଢ଼ିବ କି ବିଜୁଳି ଦର? ଆରମ୍ଭ ହେଲା ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଜୁଳି ଶୁଳ୍କ ବୃଦ୍ଧି ନେଇ ଉତ୍ପାଦନ ଓ ବିତରଣ କମ୍ପାନୀଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି ଆରମ୍ଭ କରିଛନ୍ତି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆର୍‌ସି) ପ୍ରଥମ ଦିନରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍(ଓଏଚପିସି) ଏବଂ ଓଡ଼ିଶା ପାୱାର ଗ୍ରୀଡ୍ କର୍ପୋରେସନର ଆବେଦନ ଉପରେ ଶୁଣାଣି ହୋଇଛିା ଓଏଚ୍‌ପିସି ଏବଂ ଓପିଜିସି ପକ୍ଷରୁ ବିଜୁଳି ଦର ବୃଦ୍ଧି ପାଇଁ ଯେଉଁ ଆବେଦନ କରାଯାଇଛି,ତାହା କେତେଦୂର ଯୁକ୍ତିଯୁକ୍ତ ସେନେଇ ସଂସ୍ଥାର ଅଧିକାରୀମାନେ ସେମାନଙ୍କ ପକ୍ଷ […]

oerc

oerc

Rakesh Mallick
  • Published: Monday, 05 February 2018
  • Updated: 05 February 2018, 09:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଜୁଳି ଶୁଳ୍କ ବୃଦ୍ଧି ନେଇ ଉତ୍ପାଦନ ଓ ବିତରଣ କମ୍ପାନୀଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି ଆରମ୍ଭ କରିଛନ୍ତି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆର୍‌ସି) ପ୍ରଥମ ଦିନରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍(ଓଏଚପିସି) ଏବଂ ଓଡ଼ିଶା ପାୱାର ଗ୍ରୀଡ୍ କର୍ପୋରେସନର ଆବେଦନ ଉପରେ ଶୁଣାଣି ହୋଇଛିା ଓଏଚ୍‌ପିସି ଏବଂ ଓପିଜିସି ପକ୍ଷରୁ ବିଜୁଳି ଦର ବୃଦ୍ଧି ପାଇଁ ଯେଉଁ ଆବେଦନ କରାଯାଇଛି,ତାହା କେତେଦୂର ଯୁକ୍ତିଯୁକ୍ତ ସେନେଇ ସଂସ୍ଥାର ଅଧିକାରୀମାନେ ସେମାନଙ୍କ ପକ୍ଷ ରଖିଛନ୍ତି। ଶୁଣାଣି ସମୟରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ଶୁଣାଣି ଚାଲିବ। ଆଗକୁ ଗ୍ରୀଡକୋ, ନେସ୍କୋ, ସାଉଥ୍‌କୋ ଆଦି ବିଦ୍ୟୁତ ବିତରଣ କମ୍ପାନୀଙ୍କ ଆବେଦନର ଶୁଣାଣି ହେବ। ଶୁଣାଣି ସରିବା ହେବା ପରେ ବିଦ୍ୟୁତ ଦର ବୃଦ୍ଧି ହେବ କି ନାହିଁ, ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଓଇଆର୍‌ସି ସଚିବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story