ବିଦ୍ୟୁତ୍ ସିକ୍ୟୁରିଟି ଅର୍ଥ ହେରଫେର୍ ପ୍ରସଙ୍ଗ: ନ୍ୟାୟିକ ତଦନ୍ତ ଦାବି କଲେ ବିରୋଧୀ  

ଭୁବନେଶ୍ୱର: କୁଆଡ଼େ ଗଲା ଉପଭୋକ୍ତା ଜମା କରୁଥିବା କୋଟି କୋଟି ସିକ୍ୟୁରିଟି ଟଙ୍କା। ୪୮୦ କୋଟି ଟଙ୍କାର ହିସାବ ନ ମିଳିବା ନେଇ ଓଇଆରସିଙ୍କ ଅଡିଟ୍ ରିପୋର୍ଟରେ ତଥ୍ୟ ପଦାକୁ ଆସିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ୬୦ ଲକ୍ଷ ଉପଭୋକ୍ତା ଜମା ରଖିଥିବା ୧୫୪୪ କୋଟି ମଧ୍ୟରୁ ୯୯୪ କୋଟିକୁ ବ୍ୟାଙ୍କରେ ବନ୍ଧା ରଖି କର୍ମଚାରୀଙ୍କ ଦରମା ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ କହିଛି ସିଏଜି କିମ୍ବା ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଟଙ୍କା […]

biswabhusana

biswabhusana

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 04:00 PM IST

Sports

Latest News

ଭୁବନେଶ୍ୱର: କୁଆଡ଼େ ଗଲା ଉପଭୋକ୍ତା ଜମା କରୁଥିବା କୋଟି କୋଟି ସିକ୍ୟୁରିଟି ଟଙ୍କା। ୪୮୦ କୋଟି ଟଙ୍କାର ହିସାବ ନ ମିଳିବା ନେଇ ଓଇଆରସିଙ୍କ ଅଡିଟ୍ ରିପୋର୍ଟରେ ତଥ୍ୟ ପଦାକୁ ଆସିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ୬୦ ଲକ୍ଷ ଉପଭୋକ୍ତା ଜମା ରଖିଥିବା ୧୫୪୪ କୋଟି ମଧ୍ୟରୁ ୯୯୪ କୋଟିକୁ ବ୍ୟାଙ୍କରେ ବନ୍ଧା ରଖି କର୍ମଚାରୀଙ୍କ ଦରମା ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ କହିଛି ସିଏଜି କିମ୍ବା ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଟଙ୍କା ଦୁରୁପଯୋଗ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉ।

ଏ ନେଇ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ଯେ ଏହାର ତଦନ୍ତ ପାଇଁ ନ୍ୟାୟିକ ତଦନ୍ତ କମିଶନ ଗଠନ କରାଯାଉ। କମିଶନ୍‌ଙ୍କ ରିପୋର୍ଟ ପରେ ଦୋଷୀଙ୍କୁ ଦଣ୍ଡିତ କରାଯାଉ। ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ତଦନ୍ତ କମିଶନ ଗଠନ କରନ୍ତୁ। ନ ହେଲେ ଏହା ଲୋକଙ୍କ ପ୍ରତି ବିଶ୍ୱାସଘାତକତା ହେବ।

ଏ ନେଇ ପିସିସି ସମନ୍ୱୟ କମିଟି ସଦସ୍ୟ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ସରକାରଙ୍କ ତରଫରୁ ହେଉ ଅବା ସିଏଜି ତରଫରୁ ହେଉ ଏ ଘଟଣାର ତଦନ୍ତ ହେବା ନିହାତି ଦରକାର। ଖାଲି ତଦନ୍ତ ହେଲେ ହେବ ନାହିଁ। ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍। ଉପଭୋକ୍ତାଙ୍କ ଟଙ୍କାକୁ ଯେପରି ଅଯଥା ବିନିଯୋଗ କରାନଯିବ ଓ ଲୋକେ ଶସ୍ତାରେ ବିଦ୍ୟୁତ୍ ପାଇବେ, ତା’ର ବ୍ୟବସ୍ଥା ହେବାର ଆବଶ୍ୟକତା ରହିଛି।

ଏନେଇ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ଅର୍ଥର ଦୁରୁପୋଯୋଗ ହୋଇଥିଲେ ରେଗୁଲାଟରୀ କମିଶନ୍ ଅଡିଟ୍ ରିପୋର୍ଟକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ସୁପାରିଶ କରିପାରିବ।

ଓଇଆରସିଙ୍କ ଟାରିଫ୍ ଅର୍ଡରରେ ଆସିଥିବା ଅଡିଟ୍ ରିପୋର୍ଟ ଅନୁସାରେ ୪ ବିତରକ କମ୍ପାନୀ ଅକାଉଣ୍ଟରେ ଉପଭୋକ୍ତାଙ୍କର ଥିବା ୧୫୪୪ କୋଟି ୪୭ ଲକ୍ଷ ଟଙ୍କା ୭ ମାସ ପରେ କମି ଏକ ହଜାର ୬୪ କୋଟି ହୋଇଥିଲା। ପୁଣି ସେଥିରୁ ୯୯୪ କୋଟି ବ୍ୟାଙ୍କରେ ବନ୍ଧା ରଖି ବିତରକ କମ୍ପାନୀ, କର୍ମଚାରୀଙ୍କ ବେତନ ଓ ଗ୍ରୀଡକୋକୁ ବିଏସଟି ବିଲ୍ ଆକାରରେ ଦେଇଥିଲେ। ଉପଭୋକ୍ତା ବିଦ୍ୟୁତ ସଂଯୋଗ ନେବା ବେଳେ ଜମା ରଖୁଥିବା ସିକ୍ୟୁରିଟି ଅର୍ଥ ସେମାନଙ୍କୁ ବର୍ଷ ଶେଷରେ ସୁଧ ଆକାରରେ ମିଳିବା କଥା। କିନ୍ତୁ ଏହା ହେଉନାହିଁ ବୋଲି ଅଭିଯୋଗ କରିଛି ଉପଭୋକ୍ତା ସଂଘ।

ଓଇଆରସି ଅଡିଟ୍ ରିପୋର୍ଟରେ ଆସିଥିବା ତଥ୍ୟ ସମ୍ପର୍କରେ ଗ୍ରୀଡକୋ ୧୫ ଦିନ ମଧ୍ୟରେ ଅଡିଟ୍ କରିବେ ବୋଲି ପୂର୍ବରୁ କହିଥିଲା। ପ୍ରକୃତରେ ୬୦ ଲକ୍ଷ ଉପଭୋକ୍ତାଙ୍କ ଏହି ଟଙ୍କା ସୁରକ୍ଷିତ ଅଛି ନା ବାଟମରଣା ହୋଇଛି ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story