ଡିଜେଲ୍‌ ଇଞ୍ଜିନକୁ ବାଏ ବାଏ କହିଲା ପୂର୍ବତଟ ରେଲୱେ: ଏଣିକି ସବୁ ଟ୍ରେନ୍‌ ଚାଲିବ ଇଲେକ୍ଟ୍ରିରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିଜେଲ୍‌ ଇଞ୍ଜିନ୍‌କୁ ବା‍ଏ ବାଏ କଲା ପୂର୍ବତଟ ରେଲୱେ। ଏଣିବି ସବୁ ଟ୍ରାକ୍‌ରେ ଇଲେକ୍ଟ୍ରି ଇଞ୍ଜିନ୍‌ ଦୌଡ଼ିବ। ଏଥିପାଇଁ ଚଳିତ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ପୂର୍ବତଟ ରେଲୱେ ଜିଏମ୍ ଉମେଶ ସିଂ। ସେ କହିଛନ୍ତି-“ଚଳିତ ବଜେଟରେ ପୂର୍ବତଟ ରେଲୱେକୁ ୬୫୬୩ କୋଟି ଟଙ୍କାର ଅନୁଦାନ ମିଳିଛି।  ଏଥିରୁ ବିଦ୍ୟୁତରଣ ବାବଦକୁ ୫୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଛଡ଼ା ସବୁ ଷ୍ଟେସନ ଉନ୍ନତିକରଣ କରାଯିବ। ଓଭରବ୍ରିଜ୍ ଏବଂ […]

Rakesh Mallick
  • Published: Tuesday, 06 February 2018
  • Updated: 06 February 2018, 09:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିଜେଲ୍‌ ଇଞ୍ଜିନ୍‌କୁ ବା‍ଏ ବାଏ କଲା ପୂର୍ବତଟ ରେଲୱେ। ଏଣିବି ସବୁ ଟ୍ରାକ୍‌ରେ ଇଲେକ୍ଟ୍ରି ଇଞ୍ଜିନ୍‌ ଦୌଡ଼ିବ। ଏଥିପାଇଁ ଚଳିତ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ପୂର୍ବତଟ ରେଲୱେ ଜିଏମ୍ ଉମେଶ ସିଂ।

ସେ କହିଛନ୍ତି-“ଚଳିତ ବଜେଟରେ ପୂର୍ବତଟ ରେଲୱେକୁ ୬୫୬୩ କୋଟି ଟଙ୍କାର ଅନୁଦାନ ମିଳିଛି।  ଏଥିରୁ ବିଦ୍ୟୁତରଣ ବାବଦକୁ ୫୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଛଡ଼ା ସବୁ ଷ୍ଟେସନ ଉନ୍ନତିକରଣ କରାଯିବ। ଓଭରବ୍ରିଜ୍ ଏବଂ ଅଣ୍ଡରବ୍ରିଜ୍ ପାଇଁ ୧୯୦ କୋଟିର ଅନୁଦାନ ଦିଆଯାଇଛି। ଭଦ୍ରକ ଓ କଟକ ଷ୍ଟେସନରେ ୬ ମିଟର ଚଉଡ଼ା ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରାଯିବ। ଏଥିପାଇଁ କାମ ଖୁବ୍‌କ୍ଷୀପ୍ର ବେଗରେ ଆଗେଇ ଚାଲିଛି। ଆସନ୍ତା ସ୍ୱାଧୀନତା ଦିବସ ସୁଦ୍ଧା ଫୁଟ୍ ଓଭରବ୍ରିଜ୍ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।”

ସେ ଆହୁରି ମଧ୍ୟ କହିଛନ୍ତି-“ମଞ୍ଚେଶ୍ୱର ୱାଗନ ମରାମତି କାରଖାନା ଉନ୍ନତିକରଣ ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ୬୨୫ କୋଟି, ତାଳଚେର-ବିମଳାଗଡ଼ ରେଳ ଲାଇନ ପାଇଁ ୩୦୦ କୋଟି, ଜୟପୁର-ମାଲକାନଗିରି ରେଳ ଲାଇନ ପାଇଁ ୯୫ କୋଟି, ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ୧୫୦ କୋଟି ଅନୁଦାନ ଦିଆଯାଇଛି।  ଏହାଛଡ଼ା ଅନୁଗୋଳ-ସୁକିନ୍ଦା ପାଇଁ ୨୦୦ କୋଟି, ଦୈତାରୀ-ବାଂଶପାଣି, ହରିଦାଶପୁର-ପାରାଦୀପ ୨୦୦ କୋଟି, ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ୬୨୫ କୋଟି, ଲାଞ୍ଜିଗଡ଼ ରୋଡ୍‌-ଜୁନାଗଡ଼ ୧ କୋଟି, ତାଳଚେର-ବିମଳାଗଡ଼ ୩୦୦ କୋଟି, ଜୟପୁର-ମାଲକାନଗିରି ୯୫ କୋଟି, ଜୟପୁର-ନବରଙ୍ଗପୁର ଦେଢ଼ ଶହ କୋଟି, ନୂଆପଡ଼ା-ଗୁଣପୁର ଥେରୁବାଲି ନୂଆ ବ୍ରୋଡ଼୍‌ଗେଜ୍‌ ଲାଇନ୍‌ ୧ କୋଟି ଟଙ୍କେ ଅନୁଦାନ କରାଯାଇଛି। ଏହି ପ୍ରକଳ୍ପ ଗୁଡ଼ିକର କାମ ଦୃତ ଗତରେ କଲେ ଆହୁରି ଅର୍ଥ ମିଳିପାରିବ ବୋଲି ଇଷ୍ଟକୋଷ୍ଟ ରେଲେୱେ ଜିଏମ୍‌ ଉମେଶ ସିଂହ କହିଛନ୍ତି। ସେହିପରି ଝାରସୁଗୁଡ଼ା-ରେଙ୍ଗାଲି, ସମ୍ୱଲପୁର-ରେଙ୍ଗାଲି, ଖୋର୍ଦ୍ଧା-ବାରଙ୍ଗ, କଟକ-ବାରଙ୍ଗ, ସମ୍ୱଲପୁର-ତାଳଚେର, ଡେଲାଙ୍ଗ-ପୁରୀ, ସମ୍ୱଲପୁର-ଟିଟିଲାଗଡ଼, ବାଂଶପାଣି-ଦୈତାରି, ଆଠଗଡ଼-ବାରଙ୍ଗ, ଭଦ୍ରକ଼-ନିର୍ଗୁଣ୍ଡି, ବିଜୟନଗ୍ରମ-ସମ୍ୱଲପୁର ଥାର୍ଡ ଲାଇନ୍‌ ପ୍ରମୁଖ ପାଇଁ ମଧ୍ୟ ମଞ୍ଜୁର କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story