ଆହତ ହାତୀକୁ କାବୁ କରିବାକୁ ଯାଇ ୭ କର୍ମଚାରୀ ଆହତ

ଆଠଗଡ଼: ଆଜି ଆଠଗଡ଼ ବନଖଣ୍ଡର ସୁକାସନ ଜଙ୍ଗଲରେ ଆହତ ହାତୀକୁ କାବୁ କରିବା ପାଇଁ ନିଶ୍ଚେତକ ପ୍ରୟୋଗ କଲାବେଳେ ଅଘଟଣ ଘଟିଛି। ହାତୀର ପାଲଟା ଆକ୍ରମଣରେ ରେଞ୍ଜର, ଫରେଷ୍ଟ ଗାର୍ଡ଼ଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଫରେଷ୍ଟ ଗାର୍ଡ଼ ପ୍ରମୋଦ ନାୟକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।   ମାସେ ତଳେ ଗୋଟିଏ ଦନ୍ତାହାତୀ ଜନବସତିକୁ ଆସୁଥିବା ବେଳେ ଟାୟାର କଡ଼ରେ ଥିବା ଲୁହା ତାର ପଶି ଯିବାରୁ ଗୋଡରେ ଗଭୀର କ୍ଷତ […]

elephant attack

elephant attack

Rakesh Mallick
  • Published: Tuesday, 24 January 2017
  • Updated: 24 January 2017, 07:58 PM IST

Sports

Latest News

ଆଠଗଡ଼: ଆଜି ଆଠଗଡ଼ ବନଖଣ୍ଡର ସୁକାସନ ଜଙ୍ଗଲରେ ଆହତ ହାତୀକୁ କାବୁ କରିବା ପାଇଁ ନିଶ୍ଚେତକ ପ୍ରୟୋଗ କଲାବେଳେ ଅଘଟଣ ଘଟିଛି। ହାତୀର ପାଲଟା ଆକ୍ରମଣରେ ରେଞ୍ଜର, ଫରେଷ୍ଟ ଗାର୍ଡ଼ଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଫରେଷ୍ଟ ଗାର୍ଡ଼ ପ୍ରମୋଦ ନାୟକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।  

ମାସେ ତଳେ ଗୋଟିଏ ଦନ୍ତାହାତୀ ଜନବସତିକୁ ଆସୁଥିବା ବେଳେ ଟାୟାର କଡ଼ରେ ଥିବା ଲୁହା ତାର ପଶି ଯିବାରୁ ଗୋଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ଘା’ ହୋଇଯାଇଥିଲା। ବନ ବିଭାଗ କର୍ମଚାରୀମାନେ ଏ ସମ୍ପର୍କରେ ଜାଣିବା ପରେ ହାତୀକୁ ଚିକିତ୍ସା କରିବା ପାଇଁ ନିଶ୍ଚେତକ ଦେଇ ଅଚେତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଅସୁସ୍ଥ ହାତୀଟି କର୍ମଚାରୀଙ୍କୁ ପାଲଟା ଆକ୍ରମଣ କରିଥିଲା। ହାତୀଟି ଆକ୍ରମଣାତ୍ମକ ହୋଇଥିବାରୁ ଆଜି କାବୁ କରିବା ସମ୍ଭବ ହୋଇପାରିନି।

ହାତୀ କାବୁ କରିବା ମିଶନରେ ଭୁବନେଶ୍ୱର ଓୟୁଟିର ପ୍ରାଣୀ ବିଜ୍ଞାନ ପ୍ରଫେସର, ଆଠଗଡ଼ ଡିଏଫ୍‌ଓ, ରେଞ୍ଜର, ଏସିଏଫ୍‌ ଓ ୱାଇଲ୍ଡ  ଲାଇଫ ୱାଡେନ୍‌ ଶୁଭେନ୍ଦୁ ମଲ୍ଲିକ ପ୍ରମୁଖ ସାମିଲ ହୋଇଛନ୍ତି।

ଓୟୁଟିର ପ୍ରାଣୀ ବିଜ୍ଞାନ ପ୍ରଫେସର ଇନ୍ଦ୍ରମଣି ନାଥ କହିଛନ୍ତି,“ଆହତ ହାତୀଟି ହିଂଶ୍ର ହୋଇଯାଇଥିବାରୁ ଆଜି ତାକୁ କାବୁ କରାଯାଇପାରି ନଥିଲା। ଲୋକଙ୍କୁ ଏକାଠି ଦେଖିଲେ ସେ ଅଧିକ ହିଂଶ୍ର ହୋଇପଡ଼ୁଛି। ୩ରୁ ୪ ଦିନ ପରେ ତାକୁ କାବୁ କରି ଚିକିତ୍ସା କରାଯିବ।”

ରେଞ୍ଜର ଗୌରଗୋପାଳ ସି କହିଛନ୍ତି,“ଆହତ ହାତୀକୁ କାବୁ କରିବା ପାଇଁ ୩ରୁ ୪ ଦିନ ହେଲା ଚେଷ୍ଟା କରିଥିଲୁ। ମାତ୍ର ସେ କଣ୍ଟା ଜଙ୍ଗଲରେ ରହୁଥିବାରୁ ଟ୍ରାଙ୍କୁଲାଇଜ୍‌ କରାଯାଇପାରୁନି। ଆଗାମୀ ଦିନରେ ତାକୁ କାବୁ କରି ଚିକିତ୍ସା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story