ହୃଦାନନ୍ଦଙ୍କୁ କଚାଡ଼ି ଦେଲା ହାତୀ

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ଶାଳୁଆ ଛକ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହୃଦାନନ୍ଦ ମଲ୍ଲିକ। ତାଙ୍କ ଘର ତୁମୁସିଙ୍ଗା ଥାନା ଗୋଦରବିଲି ଗାଁରେ। ଆଜି ଭୋରରେ ହୃଦାନନ୍ଦ ଶୌଚ ପାଇଁ ସୋଗର ଶାଳୁଆ ଛକ ଆଡ଼କୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

elephnat-1235

elephnat-1235

Tapaswini Nayak
  • Published: Tuesday, 05 November 2019
  • Updated: 05 November 2019, 09:46 AM IST

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ଶାଳୁଆ ଛକ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହୃଦାନନ୍ଦ ମଲ୍ଲିକ। ତାଙ୍କ ଘର ତୁମୁସିଙ୍ଗା ଥାନା ଗୋଦରବିଲି ଗାଁରେ।

ଆଜି ଭୋରରେ ହୃଦାନନ୍ଦ ଶୌଚ ପାଇଁ ସୋଗର ଶାଳୁଆ ଛକ ଆଡ଼କୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos