କେ.ବଳାଙ୍ଗ ଅଞ୍ଚଳରେ ହାତୀ ଉପଦ୍ରବ: ଭାଙ୍ଗିଲେ ଥାନା ପାଚେରୀ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇର ବାଙ୍କି ରେଞ୍ଜ ଅନ୍ତର୍ଗତ କେ.ବଳାଙ୍ଗ ଅଞ୍ଚଳରେ ହାତୀପଲ ଉପଦ୍ରବ ମଚାଇଛନ୍ତି। ହାତୀପଲ ପାଚେରୀ ଭାଙ୍ଗି ଥାନା ଭିତରେ ପଶି ଉତ୍ପାତ କରିଛନ୍ତି। ସେହିପରି ହାତୀପଲ ସ୍କୁଲ ଘର ସହ CRPF କ୍ୟାମ୍ପରେ ପଶି ରୋଷେଇ ଘର ଭାଙ୍ଗି ଦେଇଛନ୍ତି। ରାତିସାରା କେ.ବଳାଙ୍ଗ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିଲା। ଯାହାକୁ ନେଇ ଅଞ୍ଚଳରେ ଆତଙ୍କ ଖଷଳି ଯାଇଛି। ଭୟରେ ଲୋକେ ଘରୁ ବାହାରିବାକୁ ମଧ୍ୟ ଡରୁଛନ୍ତି।

elephant

elephant

Rakesh Mallick
  • Published: Saturday, 04 November 2017
  • Updated: 04 November 2017, 12:13 PM IST

Sports

Latest News

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇର ବାଙ୍କି ରେଞ୍ଜ ଅନ୍ତର୍ଗତ କେ.ବଳାଙ୍ଗ ଅଞ୍ଚଳରେ ହାତୀପଲ ଉପଦ୍ରବ ମଚାଇଛନ୍ତି। ହାତୀପଲ ପାଚେରୀ ଭାଙ୍ଗି ଥାନା ଭିତରେ ପଶି ଉତ୍ପାତ କରିଛନ୍ତି। ସେହିପରି ହାତୀପଲ ସ୍କୁଲ ଘର ସହ CRPF କ୍ୟାମ୍ପରେ ପଶି ରୋଷେଇ ଘର ଭାଙ୍ଗି ଦେଇଛନ୍ତି।

ରାତିସାରା କେ.ବଳାଙ୍ଗ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିଲା। ଯାହାକୁ ନେଇ ଅଞ୍ଚଳରେ ଆତଙ୍କ ଖଷଳି ଯାଇଛି। ଭୟରେ ଲୋକେ ଘରୁ ବାହାରିବାକୁ ମଧ୍ୟ ଡରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos