ପୂର୍ବାଞ୍ଚଳ ରାଜ୍ୟଗୁଡିକୁ ନେଇ ହେବ ହାତୀ ଗଣନା

ଭୁବନେଶ୍ୱର: ପ୍ରଥମ ଥର ପାଇଁ ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ହେବ ହାତୀ ଗଣନା। ଆସନ୍ତା ମେ ୯ରୁ ୧୨ତାରିଖ ଯାଏ ହାତୀ ଗଣନା କରାଯିବ। ବିଭିନ୍ନ ରାଜ୍ୟରେ ଏକା ସଙ୍ଗରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ଗଣନା କରାଯିବ। ହାତୀ ଗଣନା ପୂର୍ବରୁ ଓଡିଶା, ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ବନ ବିଭାଗ ଅଧିକାରୀଙ୍କୁ ନେଇ ଭୁବନେଶ୍ୱରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାଦ୍ୱାରା ହତୀର ସଠିକ୍‌ ଗଣନା କରିଯାଇପାରିବ। ବିଶେଷ କରି ନିର୍ଦ୍ଦିଷ୍ଟ ଅଞ୍ଚଳରେ […]

elephant

elephant

Rakesh Mallick
  • Published: Friday, 10 March 2017
  • Updated: 10 March 2017, 08:11 PM IST

Sports

Latest News

ଭୁବନେଶ୍ୱର: ପ୍ରଥମ ଥର ପାଇଁ ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ହେବ ହାତୀ ଗଣନା। ଆସନ୍ତା ମେ ୯ରୁ ୧୨ତାରିଖ ଯାଏ ହାତୀ ଗଣନା କରାଯିବ। ବିଭିନ୍ନ ରାଜ୍ୟରେ ଏକା ସଙ୍ଗରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ଗଣନା କରାଯିବ।

ହାତୀ ଗଣନା ପୂର୍ବରୁ ଓଡିଶା, ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ବନ ବିଭାଗ ଅଧିକାରୀଙ୍କୁ ନେଇ ଭୁବନେଶ୍ୱରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାଦ୍ୱାରା ହତୀର ସଠିକ୍‌ ଗଣନା କରିଯାଇପାରିବ। ବିଶେଷ କରି ନିର୍ଦ୍ଦିଷ୍ଟ ଅଞ୍ଚଳରେ କେତେ ହାତୀ ରହିଛନ୍ତି ଓ ଛୋଟ ଏବଂ ବଡ ହାତୀମାନଙ୍କର ତଥ୍ୟ ହସଲ କରିହେବ।

ହତୀ ଗଣନା ତଥ୍ୟ ଅଧାରରେ ଆଗାମୀ ୨୦ ବର୍ଷ ମଧ୍ୟରେ ହାତୀଙ୍କ ସଂଖ୍ୟା କମିବ ନା ବଢିବ ଏନେଇ ଆଲୋଚନା କରାଯାଇଛି। ଏହି କର୍ମଶାଳାରେ ହତୀ ଗଣନା ସଂକ୍ରାନ୍ତରେ ପୁସ୍ତିକା ମଧ୍ୟମରେ ସମସ୍ତଙ୍କୁ ଅବଗତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story