ହାତୀ-ହାତୀ ଲଢ଼େଇ,ଦନ୍ତାହାତୀର ପ୍ରାଣ ଗଲା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଷଡଙ୍ଗୀ ରେଞ୍ଜର ଶଙ୍କର ଗାଁ କରଡିହରେ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ମୃତହାତୀର ବୟସ ୨ବର୍ଷ ହେବ ବୋଲି ଜଣାପଡ଼ିଛି। ହାତୀପଲ ସହ ଲଢେଇ କରି ଦନ୍ତା ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ଗତ ରାତିରେ ହାତୀ ପଲ ମଧ୍ୟରେ ସଂଘର୍ଷ ହୋଇଥିଲା। ଆଜି ସକାଳେ ସେଠାରେ ହାତୀର ମୃତଦେହ ଠାବ କରାଯାଇଥିଲା। ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି,ଦୁଇପଲ ହାତୀ ମଧ୍ୟରେ ଲଢ଼େଇ ଯୋଗୁଁ […]

elephebt

elephebt

Rakesh Mallick
  • Published: Friday, 21 July 2017
  • Updated: 21 July 2017, 01:10 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଷଡଙ୍ଗୀ ରେଞ୍ଜର ଶଙ୍କର ଗାଁ କରଡିହରେ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ମୃତହାତୀର ବୟସ ୨ବର୍ଷ ହେବ ବୋଲି ଜଣାପଡ଼ିଛି। ହାତୀପଲ ସହ ଲଢେଇ କରି ଦନ୍ତା ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

ଗତ ରାତିରେ ହାତୀ ପଲ ମଧ୍ୟରେ ସଂଘର୍ଷ ହୋଇଥିଲା। ଆଜି ସକାଳେ ସେଠାରେ ହାତୀର ମୃତଦେହ ଠାବ କରାଯାଇଥିଲା।

ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି,ଦୁଇପଲ ହାତୀ ମଧ୍ୟରେ ଲଢ଼େଇ ଯୋଗୁଁ ଏ ହାତୀଟିର ମୃତ୍ୟୁ ହୋଇଥିଲା। ଏ ଅଞ୍ଚଳରେ ବିଦ୍ୟୁତ ଆଘାତରେ ନିୟମିତ ବ୍ୟବଧାନରେ ବଣୁଆ ହାତୀପଲଙ୍କର ମୃତ୍ୟୁ ହେଉଥିବା ଖବର ଆସେ। ବୋଧ ହୁଏ ପ୍ରଥମଥର ପାଇଁ ଦୁଇ ହାତୀ ପଲ ମଧ୍ୟରେ ଲଢେଇରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story