ବିଦ୍ୟୁତ୍‌ ସଂସ୍ପର୍ଶ ଆସି ମାଈ ହାତୀର ମୃତ୍ୟୁ !

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜର ବାଖରତୋଳା ଗାଁ ପାଖ ଜଙ୍ଗଲରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଆଜି ହାତୀଟି ଜଙ୍ଗଲରେ ମରି ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ ଓ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଅଧିକାରୀ ସୁଧାଂଶୁ ଶେଖର ଖରା କହିଛନ୍ତି,“ଚାଷୀମାନେ ଧାନ ବିଲକୁ ରକ୍ଷା କରିବା ଲାଗି ବିଦ୍ୟୁତ ତାର ବିଛାଇଛନ୍ତି। […]

dead99

dead99

Tapaswini Nayak
  • Published: Monday, 28 October 2019
  • Updated: 28 October 2019, 02:39 PM IST

Sports

Latest News

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜର ବାଖରତୋଳା ଗାଁ ପାଖ ଜଙ୍ଗଲରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

ଆଜି ହାତୀଟି ଜଙ୍ଗଲରେ ମରି ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ ଓ ଏନେଇ ବନ ବିଭାଗକୁ ଖବର ଦେଇଥିଲେ।

ବନ ବିଭାଗ ଅଧିକାରୀ ସୁଧାଂଶୁ ଶେଖର ଖରା କହିଛନ୍ତି,“ଚାଷୀମାନେ ଧାନ ବିଲକୁ ରକ୍ଷା କରିବା ଲାଗି ବିଦ୍ୟୁତ ତାର ବିଛାଇଛନ୍ତି। ଧାନ ଖାଇବାକୁ ଆସି ହାତୀଟି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଛି। ପୋଷ୍ଟମର୍ଟମ ପରେ ସଂପୂର୍ଣ୍ଣ କଥା ଜଣାପଡ଼ିବ।”

ସେ ଆହୁରି କହିଛନ୍ତି, ମୃତ ହାତୀଟିକୁ କିଛି ଦୂରରେ ଏକ ହାତୀ ପଲ ଜଗି ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story