କାଜୁ ଜଙ୍ଗଲରେ ହାତୀ ପଲ: ଗାଁ ଲୋକେ ଭୟଭୀତ

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ନଷ୍ଟ ହେଉଛି ହାତୀଙ୍କ ବାସସ୍ଥାନ। ସେଥିପାଇଁ ଖାଦ୍ୟ ଅନ୍ୱୋଷଣରେ ଗ୍ରାମାଭିମୁଖୀ ହେଉଛନ୍ତି ହାତୀ। ଯାହାକୁ ନେଇ ଅନେକ ସମୟରେ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ହେଉଛି। ଏହି ଲଢ଼େଇରେ ଭିତରେ କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର। ଆଜି ଏପରି ସ୍ଥିତି ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ହାତୀମାନେ ଗ୍ରାମାଞ୍ଚଳକୁ ଚାଲିଆସିଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତରେ ଠେଙ୍ଗା ଧରି ଗାଁ ମୁଣ୍ଡରେ ଜଗୁଛନ୍ତି। ଗତକାଲି ୮ଟି […]

elephant-in-kaju-jungle

elephant-in-kaju-jungle

Rakesh Mallick
  • Published: Monday, 04 December 2017
  • Updated: 04 December 2017, 07:06 PM IST

Sports

Latest News

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ନଷ୍ଟ ହେଉଛି ହାତୀଙ୍କ ବାସସ୍ଥାନ। ସେଥିପାଇଁ ଖାଦ୍ୟ ଅନ୍ୱୋଷଣରେ ଗ୍ରାମାଭିମୁଖୀ ହେଉଛନ୍ତି ହାତୀ। ଯାହାକୁ ନେଇ ଅନେକ ସମୟରେ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ହେଉଛି। ଏହି ଲଢ଼େଇରେ ଭିତରେ କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର। ଆଜି ଏପରି ସ୍ଥିତି ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ହାତୀମାନେ ଗ୍ରାମାଞ୍ଚଳକୁ ଚାଲିଆସିଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତରେ ଠେଙ୍ଗା ଧରି ଗାଁ ମୁଣ୍ଡରେ ଜଗୁଛନ୍ତି।

ଗତକାଲି ୮ଟି ହାତୀ ବୀରମହାରାଜପୁର ନିକଟ ବିଭିନ୍ନ ଗାଁ ଦେଇ ବିକଲପାଲିରେ ପହଞ୍ଚିଛନ୍ତି। ଗାଁ ମୁଣ୍ଡରେ ଥିବା କାଜୁ ବଗିଚାରେ ସେମାନେ ଅଟକି ରହିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏନେଇ ଖବର ପାଇ ବନ ବିଭାଗ ଗାଁରେ ପହଞ୍ଚି ହାତୀ ପଲଙ୍କ ଗତିବିଧିକୁ ନଜର ରଖିଛି। ହାତୀ ପଲଙ୍କ ନିକଟକୁ ନଯିବାକୁ ଗାଁ ଲୋକଙ୍କୁ ପରାମର୍ଶ ଦେଉଛି ବନ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story