ବର୍ଦ୍ଧନା ଜଙ୍ଗଲରେ ବୁଲୁଛନ୍ତି ୨୨ଟି ଝାଡ଼ଖଣ୍ଡୀ ହାତୀ, ବ୍ୟାପକ ଫସଲ ନଷ୍ଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଗତ ଦୁଇ ମାସ ହେବ ହାତୀ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି।  ଆଜି ସକାଳେ ରେଞ୍ଜର ବର୍ଦ୍ଧନା ଜଙ୍ଗଲରେ ୨୨ଟି ଝାଡ଼ଖଣ୍ଡୀ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ହାତୀ ଜଙ୍ଗଲରେ ପଶିବା ସମୟରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଜଙ୍ଗଲ ଚାରିପଟେ ଥିବା ନନ୍ଦପୁର, ଝାଲିଆବେଡ଼ା ଓ ପାରୁଡ଼ିପଶି ଗାଁ ଗୁଡ଼ିକରେ ଧାନକୁ ମଧ୍ୟ ଖାଇ ନଷ୍ଟ କରି ଦେଇଛନ୍ତି। ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗାଁ […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 10:17 AM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଗତ ଦୁଇ ମାସ ହେବ ହାତୀ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି।  ଆଜି ସକାଳେ ରେଞ୍ଜର ବର୍ଦ୍ଧନା ଜଙ୍ଗଲରେ ୨୨ଟି ଝାଡ଼ଖଣ୍ଡୀ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ହାତୀ ଜଙ୍ଗଲରେ ପଶିବା ସମୟରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।

ଜଙ୍ଗଲ ଚାରିପଟେ ଥିବା ନନ୍ଦପୁର, ଝାଲିଆବେଡ଼ା ଓ ପାରୁଡ଼ିପଶି ଗାଁ ଗୁଡ଼ିକରେ ଧାନକୁ ମଧ୍ୟ ଖାଇ ନଷ୍ଟ କରି ଦେଇଛନ୍ତି। ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ହାତୀ ଘୋଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos