ବର୍ଦ୍ଧନା ଜଙ୍ଗଲରେ ବୁଲୁଛନ୍ତି ୨୨ଟି ଝାଡ଼ଖଣ୍ଡୀ ହାତୀ, ବ୍ୟାପକ ଫସଲ ନଷ୍ଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଗତ ଦୁଇ ମାସ ହେବ ହାତୀ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି।  ଆଜି ସକାଳେ ରେଞ୍ଜର ବର୍ଦ୍ଧନା ଜଙ୍ଗଲରେ ୨୨ଟି ଝାଡ଼ଖଣ୍ଡୀ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ହାତୀ ଜଙ୍ଗଲରେ ପଶିବା ସମୟରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।

ଜଙ୍ଗଲ ଚାରିପଟେ ଥିବା ନନ୍ଦପୁର, ଝାଲିଆବେଡ଼ା ଓ ପାରୁଡ଼ିପଶି ଗାଁ ଗୁଡ଼ିକରେ ଧାନକୁ ମଧ୍ୟ ଖାଇ ନଷ୍ଟ କରି ଦେଇଛନ୍ତି। ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ହାତୀ ଘୋଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି।

ଆହୁରି ପଢ଼ନ୍ତୁ

ବିଜେପିକୁ ପରାମର୍ଶ ଦେଉଛି ବିଜେଡି, ନିଜ ସଂଗଠନ ସମ୍ପାଦକ ମାନୁନାହାନ୍ତି ନିୟମ

ପୁଣି ଗଞ୍ଜାମ ଗଲେ ୫ ଓଏଏସ୍ ଓ ୩୨ ଓଆରଏସ୍‌

ସ୍ୱାମୀଙ୍କ ସହିତ ଝଗଡ଼ା କରି ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ

କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ ? ଇସାରାରେ ଅଛି ମଞ୍ଜ କଥା

୧୩୦ ଡାକ୍ତରଙ୍କୁ ପଠାଗଲା ଗଞ୍ଜାମ

‘କରୋନା’ ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ୫ଟି ଜିଲ୍ଲା

ରାଜ୍ୟ ସରକାରଙ୍କ ବିଫଳତାରୁ ଭୟଙ୍କର ସ୍ଥିତିରେ କରୋନା: ବିଜେପି

ସ୍ୱାବ୍‌ ସଂଗ୍ରହ ବେଳେ ବନ୍ଧୁକ ଦେଖାଇଲେ

ପ୍ରସଙ୍ଗର ଜବାବ ନରଖି ଅଭିଯୋଗ ଲଦିଲା ବିଜେଡି

ବିଜେଡି ଓ ବିଜେପିର ରାଜନୀତି ଯୋଗୁ ମହାନଦୀ ଜଳ ବିବାଦ : ନିରଞ୍ଜନ

ଇସ୍କନ୍ ମନ୍ଦିର ପଛ ରାସ୍ତାରେ ଘଟିଲା ଛାତିଥରା ଘଟଣା

ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ