ଓୟୁଏଟି ଉଦ୍ୟାନ ବିଭାଗ ଫାର୍ମରେ ବୁଲୁଛି ଦନ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଘାଟିକିଆ ସ୍ଥିତ ଓୟୁଏଟି ଉଦ୍ୟାନ ବିଭାଗ ଫାର୍ମରେ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ହାତୀକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ନିକଟସ୍ଥ ଚନ୍ଦକା ଜଙ୍ଗଲରୁ ଫାର୍ମକୁ ହାତୀ ପଶି ଆସିଥିବା ଆଶଙ୍କା କରାଯାଉଛି।  ଦନ୍ତାହାତୀକୁ ୧୨ଜଣ ବନ କର୍ମଚାରୀ ଜଗି ରହିଛନ୍ତି।  ସନ୍ଧ୍ୟା ହେଲେ ହାତୀକୁ ଜଙ୍ଗଲକୁ ଘଉଡ଼ା ଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

elephant

elephant

Rakesh Mallick
  • Published: Thursday, 15 February 2018
  • Updated: 15 February 2018, 10:26 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story