ଆମ୍ବ ପାଇଁ ଯାଇଥିଲେ, ଦନ୍ତା ହାବୁଡ଼ରେ ପଡ଼ିଗଲେ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ପାଟକନା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମହାନ୍ତିପଡା ଅଞ୍ଚଳର ପାଗୁଳୁ ଵେହେରା। ତାଙ୍କୁ ୬୦ ବର୍ଷ ହୋଇଥିଲା। ଆଜି ସକାଳେ ପାଗୁଳୁ ଆମ୍ବ ତୋଳିବା ପାଇଁ ପାଟକନା ଗାଁରୁ ମହାନ୍ତିପଡା ଗାଁକୁ ଯାଇଥିଲେ। ଏହି ସମୟରେ ସେ ଏକ  ଦନ୍ତା ହାତୀ ହାବୁଡରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ ବାଉଁଶ ବଣକୁ ଫୋପାଡି ଦେଇଥିଲା। ଆଠଗଡ଼ […]

eleuuuu

eleuuuu

Tapaswini Nayak
  • Published: Saturday, 30 May 2020
  • Updated: 30 May 2020, 09:50 AM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ପାଟକନା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମହାନ୍ତିପଡା ଅଞ୍ଚଳର ପାଗୁଳୁ ଵେହେରା। ତାଙ୍କୁ ୬୦ ବର୍ଷ ହୋଇଥିଲା।

ଆଜି ସକାଳେ ପାଗୁଳୁ ଆମ୍ବ ତୋଳିବା ପାଇଁ ପାଟକନା ଗାଁରୁ ମହାନ୍ତିପଡା ଗାଁକୁ ଯାଇଥିଲେ। ଏହି ସମୟରେ ସେ ଏକ  ଦନ୍ତା ହାତୀ ହାବୁଡରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ ବାଉଁଶ ବଣକୁ ଫୋପାଡି ଦେଇଥିଲା। ଆଠଗଡ଼ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଗତକିଛି ଦିନ ହେବ ଦୁଇଟି ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ସାଳନ୍ଦୀ ନଈ ପାର କରି ଆଗରପଡ଼ା ଅଞ୍ଚଳକୁ ପଶି ଆସିଛନ୍ତି। ରାତିରେ ହାତୀମାନେ ଗାଁରେ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story