ଶୁଣ୍ଢରେ କଚାଡ଼ି ଦେଲା ହାତୀ: ଜଣେ ମୃତ, ଜଣେ ଆହତ

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ବଇଦପାଲି ଗାଁରେ ଆଜି ସକାଳେ ଏକ ଦୁଃଖଦ ଘଟଣା  ଘଟିଛି। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ କେନାବୁଦା ଗାଁର ବାହାଦୁର ହଂସ। ଆହତ ବିରୁଜ ବରିହାଙ୍କ ଘର ପାଇକମାଳରେ। ତାଙ୍କୁ  ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଏମାନେ କରମସାନୀ ପୂଜା ଦେଖିବା ପାଇଁ ବଇଦପାଲି ଗାଁକୁ ଯାଇଥିଲେ। ଆଜି ସକାଳେ ନିଜ ଗାଁକୁ […]

Elephant attack

Elephant attack

Rakesh Mallick
  • Published: Friday, 10 November 2017
  • Updated: 10 November 2017, 09:58 AM IST

Sports

Latest News

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ବଇଦପାଲି ଗାଁରେ ଆଜି ସକାଳେ ଏକ ଦୁଃଖଦ ଘଟଣା  ଘଟିଛି। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ କେନାବୁଦା ଗାଁର ବାହାଦୁର ହଂସ। ଆହତ ବିରୁଜ ବରିହାଙ୍କ ଘର ପାଇକମାଳରେ। ତାଙ୍କୁ  ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ଏମାନେ କରମସାନୀ ପୂଜା ଦେଖିବା ପାଇଁ ବଇଦପାଲି ଗାଁକୁ ଯାଇଥିଲେ। ଆଜି ସକାଳେ ନିଜ ଗାଁକୁ ଫେରୁଥିବା ସମୟରେ ହଠାତ୍ ହାତୀ ସମ୍ମୁଖରେ ପଡ଼ିଯାଇଥିଲେ। ଲାଲ ବାହାଦୁରଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story