ଦୁଇ ଦନ୍ତାଙ୍କ ଉତ୍ପାତ; ଭାଙ୍ଗିଲେ ୬ଟି ଘର

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର ପରମାନପୁର ପଞ୍ଚାୟତର ଶିରିଆପାଲି ଗାଁରେ ଦୁଇଟି ଦନ୍ତା ହାତୀ ଉପଦ୍ରବ କରୁଛନ୍ତି। କେତେବେଳେ ଗାଁରେ ପଶି ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଘର ଭାଙ୍ଗୁଛନ୍ତି। ଗତକାଲି ରାତିରେ ଗାଁରେ ପଶି ଦୁଇଟି ଦନ୍ତା ୬ଟି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଗାଁରେ ପହଞ୍ଚି ଦନ୍ତା ଦୁଇଟିଙ୍କୁ ଗାଁରୁ ଘୋଡ଼ାଇଥିଲେ। ତେବେ ହାତୀ […]

house,,,000

house,,,000

Tapaswini Nayak
  • Published: Monday, 06 July 2020
  • Updated: 06 July 2020, 10:08 AM IST

Sports

Latest News

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର ପରମାନପୁର ପଞ୍ଚାୟତର ଶିରିଆପାଲି ଗାଁରେ ଦୁଇଟି ଦନ୍ତା ହାତୀ ଉପଦ୍ରବ କରୁଛନ୍ତି। କେତେବେଳେ ଗାଁରେ ପଶି ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଘର ଭାଙ୍ଗୁଛନ୍ତି।

ଗତକାଲି ରାତିରେ ଗାଁରେ ପଶି ଦୁଇଟି ଦନ୍ତା ୬ଟି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଗାଁରେ ପହଞ୍ଚି ଦନ୍ତା ଦୁଇଟିଙ୍କୁ ଗାଁରୁ ଘୋଡ଼ାଇଥିଲେ। ତେବେ ହାତୀ ଉପଦ୍ରବ ଯୋଗୁ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos