ରାସ୍ତା ଉପରେ ହାତୀ ପଲ

ଆଠଗଡ଼ (ନୀଳକଣ୍ଠ ଦୋରା): ଖୁଣ୍ଟୁଣୀ ବନାଞ୍ଚଳ ଦେଇ ଯାଇଥିବା ମଙ୍ଗୁଳି-ଢେଙ୍କାନାଳ ରାସ୍ତାର ବଉଳ ଛକ ନିକଟରେ ବହୁ ସମୟ ଧରି ଏକ ହାତୀ ପଲ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଶହ ଶହ ଗାଡ଼ି ଅଟକି ରହିଥିଲା। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ବିଳମ୍ୱରେ ପହଞ୍ଚିବା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବନ କର୍ମଚାରୀମାନେ ହାତୀକୁ ଘଉଡ଼ାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।  

elephant 1

elephant 1

Rakesh Mallick
  • Published: Friday, 20 July 2018
  • Updated: 20 July 2018, 01:30 PM IST

Sports

Latest News

ଆଠଗଡ଼ (ନୀଳକଣ୍ଠ ଦୋରା): ଖୁଣ୍ଟୁଣୀ ବନାଞ୍ଚଳ ଦେଇ ଯାଇଥିବା ମଙ୍ଗୁଳି-ଢେଙ୍କାନାଳ ରାସ୍ତାର ବଉଳ ଛକ ନିକଟରେ ବହୁ ସମୟ ଧରି ଏକ ହାତୀ ପଲ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଶହ ଶହ ଗାଡ଼ି ଅଟକି ରହିଥିଲା। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ବିଳମ୍ୱରେ ପହଞ୍ଚିବା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବନ କର୍ମଚାରୀମାନେ ହାତୀକୁ ଘଉଡ଼ାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos