କୋଚିଳା ନଦୀର ଦକ୍ଷିଣପାର୍ଶ୍ୱ ବନ୍ଧରୁ ଖସିଲା ୨୦୦ ଫୁଟର ମାଟି ଅତଡ଼ା

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ପଧାନୀ ପଞ୍ଚାୟତର ସଇଲୋ ନିକଟରେ କୋଚିଳା ନଦୀର ଦକ୍ଷିଣପାର୍ଶ୍ୱ ବନ୍ଧରୁ ମାଟି ଅତଡ଼ା ଖସିପଡ଼ିଛି। ଆଜି ୨୦୦ଫୁଟରୁ ଅଧିକ ଲମ୍ବର ମାଟି ଅତଡ଼ା ଖସି ପଡ଼ିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କିଛି ଦିନ ପୂର୍ବରୁ ଜେନାସାହି ନିକଟ କୋଚିଳା ନଦୀର ଦକ୍ଷିଣପାର୍ଶ୍ୱ ବନ୍ଧରୁ ୫୦ ଫୁଟର ଅତଡ଼ା ଖସିପଡ଼ିଥିଲା। ଦୁର୍ବଳ ନଦୀବନ୍ଧ ଯୋଗୁଁ ଏହା ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ttt

ttt

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 11:45 AM IST

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ପଧାନୀ ପଞ୍ଚାୟତର ସଇଲୋ ନିକଟରେ କୋଚିଳା ନଦୀର ଦକ୍ଷିଣପାର୍ଶ୍ୱ ବନ୍ଧରୁ ମାଟି ଅତଡ଼ା ଖସିପଡ଼ିଛି। ଆଜି ୨୦୦ଫୁଟରୁ ଅଧିକ ଲମ୍ବର ମାଟି ଅତଡ଼ା ଖସି ପଡ଼ିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

କିଛି ଦିନ ପୂର୍ବରୁ ଜେନାସାହି ନିକଟ କୋଚିଳା ନଦୀର ଦକ୍ଷିଣପାର୍ଶ୍ୱ ବନ୍ଧରୁ ୫୦ ଫୁଟର ଅତଡ଼ା ଖସିପଡ଼ିଥିଲା। ଦୁର୍ବଳ ନଦୀବନ୍ଧ ଯୋଗୁଁ ଏହା ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story