ଏସ୍‌ପିଙ୍କୁ ବିଦାୟ ବେଳେ ବାଜାବାଣରେ କମ୍ପିଲା ପରିବେଶ, ମନେ ରହିବେ ମୀନା

ମାଲକାନଗିରି(ଜିତେନ୍ଦ୍ର ବେଉରା): ସାଧାରଣତଃ ପୁଲିସ କିମ୍ବା ଏସ୍‌ପିଙ୍କ ନାଁ ଶୁଣିଲେ ଲୋକଙ୍କ ଭିତରେ ଏକ ନକାରାତ୍ମକ ଧାରଣା ସୃଷ୍ଟି ହୁଏ। ଆଜି ନୁହେଁ ବ୍ରିଟିଶ ଶାସନ ଅମଳରୁ ଲୋକଙ୍କ ମନରେ ଏମିତି ଭାବନା ରହି ଆସିଛି। ହେଲେ ଆଜି ଆପଣ ଏମିତି ଏକ ଦୃଶ୍ୟ ଦେଖିବେ ଯାହା ଆପଣଙ୍କୁ ଚକିତ କରିଦେବ। ଭାବିବେ ସତରେ କ‘ଣ ଏମିତି ନିଷ୍ଠାପର ଅଫିସର ଅଛନ୍ତି। ହଁ, ଆମେ କହୁଛୁ ମାଲକାନଗିରିର ବିଦାୟୀ ଏସ୍‌ପି ଜଗମୋହନ ମୀନାଙ୍କ କଥା। ଏଠାରୁ ବଦଳି ହୋଇଥିବା […]

vv00

vv00

Tapaswini Nayak
  • Published: Thursday, 22 August 2019
  • Updated: 22 August 2019, 02:53 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ସାଧାରଣତଃ ପୁଲିସ କିମ୍ବା ଏସ୍‌ପିଙ୍କ ନାଁ ଶୁଣିଲେ ଲୋକଙ୍କ ଭିତରେ ଏକ ନକାରାତ୍ମକ ଧାରଣା ସୃଷ୍ଟି ହୁଏ। ଆଜି ନୁହେଁ ବ୍ରିଟିଶ ଶାସନ ଅମଳରୁ ଲୋକଙ୍କ ମନରେ ଏମିତି ଭାବନା ରହି ଆସିଛି। ହେଲେ ଆଜି ଆପଣ ଏମିତି ଏକ ଦୃଶ୍ୟ ଦେଖିବେ ଯାହା ଆପଣଙ୍କୁ ଚକିତ କରିଦେବ। ଭାବିବେ ସତରେ କ‘ଣ ଏମିତି ନିଷ୍ଠାପର ଅଫିସର ଅଛନ୍ତି। ହଁ, ଆମେ କହୁଛୁ ମାଲକାନଗିରିର ବିଦାୟୀ ଏସ୍‌ପି ଜଗମୋହନ ମୀନାଙ୍କ କଥା। ଏଠାରୁ ବଦଳି ହୋଇଥିବା ଏହି ଏସ୍‌ପିଙ୍କୁ ଫୁଲମାଳ ପିନ୍ଧାଇ ଓ କାନ୍ଧରେ ବସାଇ ବିଦାୟ ଦେଇଥିଲେ ଯବାନ। କେବଳ ଯବାନ ନୁହନ୍ତି, ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ମଧ୍ୟ ସାମିଲ ହୋଇଥିଲେ। ଏସପି ଜଗମୋହନଙ୍କ ପ୍ରତି ସେମାନଙ୍କ ମନରେ କେତେ ସ୍ନେହ,ଶ୍ରଦ୍ଧା ଓ ଭଲପାଇବା ଥିଲା ତାହା ଏହି କାର୍ଯ୍ୟକ୍ରମରୁ ସ୍ପଷ୍ଟ ବାରି ହୋଇଥିଲା।

ଏସ୍‌ପି ଜଗମୋହନ ଜିଲ୍ଲା ଛାଡ଼ିବା ପୂର୍ବରୁ ତାଙ୍କ ଉଦ୍ଦେଶ୍ୟରେ ଗତକାଲି ଏକ ବିଦାୟକାଳୀନ ସଭା ହୋଇଥିଲା। ସଭା ପୂର୍ବରୁ ଏସ୍‌ପି ମୀନାଙ୍କୁ ତାଙ୍କ ଘର ପାଖରୁ ଫୁଲମାଳ ଦେଇ ଶହଶହ ଯବାନ ପାଛୋଟି ଆଣିଥିଲେ। ବାଜା ବଜାଇ, ବାଣ ଫୁଟାଇ ନାଚ ଗୀତ କରି ତାଙ୍କୁ ସଭାସ୍ଥଳକୁ ଆଣିଥିଲେ। ଏପରିକି ନେତାଙ୍କ ଭଳି କାନ୍ଧରେ ବସାଇ ଶୋଭାଯାତ୍ରାରେ ନେଇଥିଲେ। ଏସ୍‌ପିଙ୍କ ସହ ତାଙ୍କ ପତ୍ନୀ ଓ ପୁଅ ଥିଲେ । ସାଧାରଣତଃ ବିଦାୟକାଳୀନ ସଭାରେ ଦୁଃଖର ପରିବେଶ ସୃଷ୍ଟି ହୁଏ। କିନ୍ତୁ ଏସ୍‌ପିଙ୍କ ବିଦାୟକାଳୀନ ସଭାରେ ଦୁଃଖ ଭିତରେ ଖୁସିକୁ ଜାହିର କରିଥିଲେ ଯବାନ। ସେହି ସମୟରେ ହାକିମ ଓ କର୍ମଚାରୀର ସଂପର୍କକୁ ଭୁଲିଯାଇଥିଲେ ଯବାନ। କିନ୍ତୁ ସଭାସ୍ଥଳରେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story