ରାଜଧାନୀରେ ଡବଲ୍‌ ଏନ୍‌କାଉଣ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ପୁରୁଣାଜଗନ୍ନାଥ ସଡକ ଟଙ୍କପାଣି ସେତୁ ନିକଟରେ କମିଶନରେଟ୍ ପୁଲିସର ଏନକାଉଣ୍ଟରରେ ଦୁଇଜଣ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ପୋଡ଼ା ଓରଫ ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଜଣଙ୍କର ବାମ ଗୋଡ଼ରେ ଗୁଳି ବାଜି ଥିବା ବେଳେ ଅନ୍ୟ ଜଣଙ୍କର ଡାହାଣ ଗୋଡରେ ଗୁଳି ବାଜିଛି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ  ଗୋଟିଏ ଅଫୁଟା ଗୁଳି ଜବତ କରାଯାଇଛି। […]

accident

accident

Tapaswini Nayak
  • Published: Saturday, 03 August 2019
  • Updated: 03 August 2019, 02:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ପୁରୁଣାଜଗନ୍ନାଥ ସଡକ ଟଙ୍କପାଣି ସେତୁ ନିକଟରେ କମିଶନରେଟ୍ ପୁଲିସର ଏନକାଉଣ୍ଟରରେ ଦୁଇଜଣ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ପୋଡ଼ା ଓରଫ ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଜଣଙ୍କର ବାମ ଗୋଡ଼ରେ ଗୁଳି ବାଜି ଥିବା ବେଳେ ଅନ୍ୟ ଜଣଙ୍କର ଡାହାଣ ଗୋଡରେ ଗୁଳି ବାଜିଛି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ  ଗୋଟିଏ ଅଫୁଟା ଗୁଳି ଜବତ କରାଯାଇଛି। ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଆଜି ଭୋରୁ ରାସ୍ତା କଡ଼ରେ ଗୋଟିଏ କାର୍ ଭିତରେ ରହି ଏହି ଦୁଇ ଅପରାଧୀ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ଏନେଇ କମିଶନରେଟ୍ ପୁଲିସ୍‌ ବିଶେଷ ସୂତ୍ରରୁ  ଖବର ପାଇଥିଲା। କମିଶନରେଟ୍ ପୁଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ସେହି ସ୍ଥାନରେ ଚଢ଼ଉ କରିଥିଲେ।  ସେମାନେ ପୁଲିସ୍‌ ଉପରକୁ  ଗୁଳିଚାଳନା କରି ଖସି ଯିବାକୁ ଉଦ୍ୟମ କରିଥିଲେ। ହେଲେ  ପୁଲିସର ପାଲଟା ଗୁଳିମାଡ଼ରେ ସେମାନେ ଆହତ ହୋଇଥିଲେ।

ଅରୁଣ ଓ ବିବେକ ଗୋଟିଏ ବଡ଼ ଗ୍ୟାଙ୍ଗର ସଦସ୍ୟ ଥିଲେ। ଏହି ଗ୍ୟାଙ୍ଗରେ ୮ରୁ ୧୦ ଜଣ ସଦସ୍ୟ ଥିବା ବେଳେ, ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧ ଚଳାଇଥିଲେ।  ସେମାନେ ଖଣ୍ଡଗିରିରୁ ଇନୋଭା ଗାଡ଼ି ଚୋରି, ୩୫ ଲକ୍ଷ ଟଙ୍କା ଚୋରି ଘଟଣା, ଭୁବନେଶ୍ୱର ପୁରୀ ରୋଡ଼ର ମହିମା ମୋଟରର୍ସରୁ ଚୋରି, ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ, ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳରେ ସିରିଜ ଲୁଟ୍ ଘଟଣାରେ ସଂପୃକ୍ତ ଥିଲେ।

ଅରୁଣ ଓ ବିବେକ ଦୁହିଁଙ୍କ ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି। କମିଶନରେଟ ପୁଲିସ ପାଇଁ ଓ୍ୱାଣ୍ଟେଡ ଥିଲେ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story