ବୁଗୁଡ଼ାରେ ଏନ୍‌କାଉଣ୍ଟର: ଋଷିକୂଲ୍ୟା ବ୍ୟାଙ୍କ ଡକାୟତି ମାମଲାର ଦୁଇ ଅପରାଧୀ ଆହତ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ବାଘୁଆ ଜଙ୍ଗଲରେ ଗତକାଲି ରାତିରେ ହୋଇଛି ପୋଲିସର ଏନ୍‌କାଉଣ୍ଟର। ଫଳରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ଗୌରୀ ସ୍ୱାଇଁ ଓ ଶ୍ରୀକାନ୍ତ ରଣା। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି। ଉଭୟଙ୍କୁ ବ୍ରହ୍ମପୁର ‍ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏମାନେ ଋଷିକୂଲ୍ୟା ବ୍ୟାଙ୍କ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ପୋଲିସ୍‌ କହିଛି। ଅଭିଯୋଗରୁ ପ୍ରକାଶ, ଏମାନେ ଭୁବନେଶ୍ୱରରୁ ବୁଗୁଡ଼ା ଆଡ଼କୁ ଆସୁଥିଲେ। କୌଣସି […]

encounter in buguda

encounter in buguda

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 04:37 AM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ବାଘୁଆ ଜଙ୍ଗଲରେ ଗତକାଲି ରାତିରେ ହୋଇଛି ପୋଲିସର ଏନ୍‌କାଉଣ୍ଟର। ଫଳରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ଗୌରୀ ସ୍ୱାଇଁ ଓ ଶ୍ରୀକାନ୍ତ ରଣା। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି। ଉଭୟଙ୍କୁ ବ୍ରହ୍ମପୁର ‍ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏମାନେ ଋଷିକୂଲ୍ୟା ବ୍ୟାଙ୍କ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ପୋଲିସ୍‌ କହିଛି।

ଅଭିଯୋଗରୁ ପ୍ରକାଶ, ଏମାନେ ଭୁବନେଶ୍ୱରରୁ ବୁଗୁଡ଼ା ଆଡ଼କୁ ଆସୁଥିଲେ। କୌଣସି ସୂତ୍ରରୁ ଖବର ପାଇଁ ପୋଲିସ ସେମାନଙ୍କୁ ପିଛା କରୁଥିଲା। ଏ ସମ୍ପର୍କରେ ଗୌରି ଓ ଶ୍ରୀକାନ୍ତ ଜାଣିପାରି ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ଏହାର ଜବାବରେ ପାଲଟା ଗୁଳି ଚଳାଇଥିଲା। ଫଳରେ ଗୁଳି ସେମାନଙ୍କ ଗୋଡ଼ରେ ବାଜିଥିଲା। ତେବେ ଏ ସମ୍ପର୍କରେ ଜାଣିପାରି ଗୌରୀ ଓ ଶ୍ରୀକାନ୍ତଙ୍କ ସହଯୋଗୀ ଜଙ୍ଗଲ ଭିତର ଦେଇ ପଳାଇ ଯାଇଥିଲେ। ସେମାନଙ୍କୁ ଗିରଫ ପାଇଁ ଚଢ଼ାଉ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story