ଚୌଦ୍ୱାରରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଗୋଡ଼ରେ ବାଜିଛି ଗୁଳି

କଟକ(ଓଡ଼ିଶା ରିପୋର୍ଟର):କଟକ ଚୌଦ୍ୱାର ଅଞ୍ଚଳରେ କମିଶନରେଟ ପୋଲିସର ଏନ୍‌କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୌମ୍ୟରଞ୍ଜନ ସାହୁ ଆହତ ହୋଇଛନ୍ତି। ସୌମ୍ୟଙ୍କ ଗୋଡ଼ରେ  ଗୁଳି ବାଜିଛି।  ଗୁରୁବାର ରାତିରେ ଏହି ଏନ୍‌କାଉଣ୍ଟର ହୋଇଛି।  ବର୍ତ୍ତମାନ ଏସ୍‌ସିବିରେ ତାଙ୍କ  ଚିକିତ୍ସା ଚଲିଛି।  ସୌମ୍ୟ ଚୌଦ୍ୱାରରେ ବୁଲୁଥିବା ଖବର ପାଇ ପୋଲିସ ଧରିବାକୁ ଯାଇଥିଲା।  ତେବେ ପୋଲିସକୁ ଗୁଳି କରି ଖସି ଯିବାକୁ ଉଦ୍ୟମ କରିଥିଲା ସୌମ୍ୟ।  ବିଭିନ୍ନ ଥାନାରେ ସୌମ୍ୟ ନାଁରେ ୧୨ଟି ମାମଲା ରହିଛି। ଅପରାଧୀଙ୍କ ଠାରୁ ଏକ […]

k-222

k-222

Rakesh Mallick
  • Published: Thursday, 11 January 2018
  • Updated: 12 January 2018, 08:49 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):କଟକ ଚୌଦ୍ୱାର ଅଞ୍ଚଳରେ କମିଶନରେଟ ପୋଲିସର ଏନ୍‌କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୌମ୍ୟରଞ୍ଜନ ସାହୁ ଆହତ ହୋଇଛନ୍ତି। ସୌମ୍ୟଙ୍କ ଗୋଡ଼ରେ  ଗୁଳି ବାଜିଛି।  ଗୁରୁବାର ରାତିରେ ଏହି ଏନ୍‌କାଉଣ୍ଟର ହୋଇଛି।  ବର୍ତ୍ତମାନ ଏସ୍‌ସିବିରେ ତାଙ୍କ  ଚିକିତ୍ସା ଚଲିଛି।  ସୌମ୍ୟ ଚୌଦ୍ୱାରରେ ବୁଲୁଥିବା ଖବର ପାଇ ପୋଲିସ ଧରିବାକୁ ଯାଇଥିଲା।  ତେବେ ପୋଲିସକୁ ଗୁଳି କରି ଖସି ଯିବାକୁ ଉଦ୍ୟମ କରିଥିଲା ସୌମ୍ୟ।  ବିଭିନ୍ନ ଥାନାରେ ସୌମ୍ୟ ନାଁରେ ୧୨ଟି ମାମଲା ରହିଛି।

ଅପରାଧୀଙ୍କ ଠାରୁ ଏକ ବାଇକ୍, ଏକ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ।  ଗତ ଜାନୁୟାରୀ ୪ତାରିଖରେ କଟକରେ ଏନ୍‌କାଉଣ୍ଟର ହୋଇଥିଲା । ଏନ୍‌କାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଲୋଚନ ନାହାକ ଓରଫ ବୁଦ୍ଧିଆ ଆହତ ହୋଇଥିଲା। କଟକ ସଦର ଥାନା ଅଞ୍ଚଳରେ ସ୍ପେଶାଲ୍ ସ୍କ୍ୱାଡ୍‌ ପକ୍ଷରୁ ଏହି ଏନ୍‌କାଣ୍ଟର କରାଯାଇଥିଲା। ତା’ଠାରୁ ଦୁଇଟି ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ କରାଯାଇଛି। ତା ନାଁରେ ୩୨ଟି  ମାମଲା ରହିଛି।

https://www.youtube.com/watch?v=GNAENJF7rHc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story