ଇଂଜିନିୟରିଂ ଆଡମିଶନ ପାଇଁ କେଉଁ ପରୀକ୍ଷା ହେବ ତାହାର ନିଷ୍ପତ୍ତି ନେବାର ସ୍ୱାଧୀନତା ରାଜ୍ୟ ସରକାରଙ୍କ ରହିଛି

ଭୁବନେଶ୍ୱର: ଇଂଜିନିୟରିଂ ଆଡମିଶନ ପାଇଁ ଛାତ୍ରଛାତ୍ରୀ କେଉଁ ପରୀକ୍ଷା ଦେବେ ତାହାର ନିଷ୍ପତ୍ତି ନେବାର ସ୍ୱାଧୀନତା ରାଜ୍ୟ ସରକାରଙ୍କ ରହିଛି। ଏ ନେଇ ଆଇନରେ ସଂଶୋଧନ ଆଣି ସରକାର ପଦକ୍ଷେପ ନେବେ। ଗୁରୁବାର ବସିଥିବା ପଲିସି ପ୍ଲାନିଂ ବଡି ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ସେହିପରି ଚଳିତବର୍ଷ ଇଂଜିନିୟରିଂ ଆଡମିଶନ ପାଇଁ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବେ ବୋଲି କହିଛନ୍ତି ପଲିସି ପ୍ଲାନିଂ ବଡିର ଅଧ୍ୟକ୍ଷ ଜଷ୍ଟିସ ଏ.କେ. ପରିଚ୍ଛା। ବୈଠକରେ ଓଡ଼ିଶାରେ ଜେଇଇ […]

ppb meeting

ppb meeting

Rakesh Mallick
  • Published: Friday, 18 December 2015
  • Updated: 18 December 2015, 04:41 AM IST

Sports

Latest News

ଭୁବନେଶ୍ୱର: ଇଂଜିନିୟରିଂ ଆଡମିଶନ ପାଇଁ ଛାତ୍ରଛାତ୍ରୀ କେଉଁ ପରୀକ୍ଷା ଦେବେ ତାହାର ନିଷ୍ପତ୍ତି ନେବାର ସ୍ୱାଧୀନତା ରାଜ୍ୟ ସରକାରଙ୍କ ରହିଛି। ଏ ନେଇ ଆଇନରେ ସଂଶୋଧନ ଆଣି ସରକାର ପଦକ୍ଷେପ ନେବେ। ଗୁରୁବାର ବସିଥିବା ପଲିସି ପ୍ଲାନିଂ ବଡି ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ସେହିପରି ଚଳିତବର୍ଷ ଇଂଜିନିୟରିଂ ଆଡମିଶନ ପାଇଁ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବେ ବୋଲି କହିଛନ୍ତି ପଲିସି ପ୍ଲାନିଂ ବଡିର ଅଧ୍ୟକ୍ଷ ଜଷ୍ଟିସ ଏ.କେ. ପରିଚ୍ଛା। ବୈଠକରେ ଓଡ଼ିଶାରେ ଜେଇଇ କରିବାକୁ ଘରୋଇ କଲେଜ ସଂଘ (ଓପେକା) ତା’ର ଦାବି ଦୋହରାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos