ଗଞ୍ଜାମକୁ ଯିବନି ଚିଲିକା ମାଛ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଚିଲିକା କୂଳ ମାଛ ମାର୍କେଟ ସିଲ୍‌। ଗତକାଲି ଜଣେ ମାଛ ବ୍ୟବସାୟୀ ‘କରୋନା’ରେ ଆକ୍ରାନ୍ତ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏପରି ପଦକ୍ଷେପ ନେଇଛି। କରୋନା ଭୟରେ ୨ଟି ମାଛ ଗୋଦାମ ସମେତ ୩ଟି ଆଇସ୍‌ ଫ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି। ଚିଲିକାରୁ ଗଞ୍ଜାମକୁ କୌଣସି ମାଛ ଗାଡ଼ି ଯିବନି କିମ୍ବା ଆସିବନି। ଅନ୍ୟାଦେଶ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି।

ମହାମାରୀ ‘କରୋନା’ ଭୟଙ୍କର ରୂପ ଧାରଣ କରୁଛି। ସ୍ଥିତି ଅଣାୟତ ହେଉଥିବା ଦେଖି ରାଜ୍ୟ ସରକାର ଯାଜପୁର, କଟକ, ଖୋର୍ଦ୍ଧା ଜିଲ୍ଲା ଓ ରାଉରକେଲା ମହାନଗର ନିଗମକୁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ। ଏହା ସତ୍ତ୍ୱେ ‘କରୋନା’ ଆୟତ୍ତରେ ରହିଲା ପରି ଜଣାପଡ଼ୁ ନାହିଁ। ଦ୍ରୁତ ଗତିରେ ମାଡି ଚାଲିଛି। ଆଜି ପୁଣି ୫୦୦ରୁ ଅଧିକ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁଣି ୩ ଜଣଙ୍କ ଜୀବନ ନେଇଛି ‘କରୋନା’।

ଆହୁରି ପଢ଼ନ୍ତୁ

ସାଧାରଣ ସମ୍ପାଦକ ପଦରୁ ରାମ ମାଧବ ବିଦା, ତେଜସ୍ୱୀ ଯୁବମୋର୍ଚ୍ଚା ଅଧ୍ୟକ୍ଷ

ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୭ ଲୋକାଲ୍‌ କେସ

ଅପରାଜିତାଙ୍କୁ ଜାତୀୟସ୍ତରରେ ମିଳିଲା ନୂଆ ଦାୟିତ୍ୱ

ରାସ୍ତାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

କରୋନା ଔଷଧ ବିକ୍ରି କରୁଥିଲେ, ଉଠାଇ ନେଲା ପୁଲିସ

ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଶଂସିତ ପୁରୁଷ ତାଲିକାରେ ମୋଦିଙ୍କ ସମେତ ଚାରି ଭାରତୀୟ

ଆଜିଠୁ ଭିସୁଟ୍ ବନ୍ଦ

ଏଣିକି ବ୍ରହ୍ମପୁର ଷ୍ଟେସନ୍‌ରେ ଅଟକିବ ଟ୍ରେନ୍

ସୁଶାନ୍ତଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି କହିଛନ୍ତି ଏମ୍ସ ଡାକ୍ତର!

ହଜିଗଲା ସଲମାନଙ୍କ ପ୍ରଚ୍ଛଦପଟ ସ୍ୱର

ମେଡିକାଲ କାଉନସିଲ୍ ଉଚ୍ଛେଦ, ଏଣିକି ଜାତୀୟ ମେଡିକାଲ କମିଶନ

କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରୁଲିଂ: ବେଶ୍ୟାବୃତ୍ତି ଅପରାଧ ନୁହେଁ