ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ଚଳିତ ବର୍ଷର ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତବର୍ଷ ପାସ୍‌ ହାର ୯୯.୩୩ ପ୍ରତିଶତ ରହିଛି। ସେହିପରି ଦ୍ୱାଦଶ ପାସ୍‌ହାର ୯୬. ୮୪ ପ୍ରତିଶତ ରହିଛି। ବୋର୍ଡର ଅଧିକୃତ ୱେବସାଇଟ୍‌ CISCE.ORGକୁ ଯାଇ ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ତେବେ କରୋନା ସ୍ଥିତିକୁ ନେଇ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ମେରିଟ୍‌ ଲିଷ୍ଟ ଜାରି କରାଯାଇ ନାହିଁ।

କରୋନା ଭାଇରସ୍‌ ବ୍ୟାପିବା କାରଣରୁ ଗତ ମାର୍ଚ୍ଚ ୧୯ରୁ ୩୧ ମଧ୍ୟରେ ହେବାକୁ ଥିବା ICSEର ସମସ୍ତ ବାକିଥିବା ପରୀକ୍ଷାକୁ ବାତିଲ କରାଯାଇଥିଲା। ଯାହାକୁ ନେଇ ଫଳ ପ୍ରକାଶନ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏମିତିକି ମାମଲା ସୁପ୍ରିମକୋର୍ଟ ଯାଏଁ ଯାଇଥିଲା। ତେବେ ସର୍ବୋଚ୍ଚ କୋର୍ଟ ପୂର୍ବ ପରୀକ୍ଷା ଗୁଡ଼ିକର ମାର୍କ ଆଧାରରେ ଫାଇନାଲ୍‌ ରେଜଲ୍‌ଟ ପ୍ରକାଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ

ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱରରୁ ୮୯ କରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଲୋକାଲ୍‌ କେସ୍‌

କାର୍‌ ପୋଡ଼ି ଯବାନଙ୍କୁ ଅପହରଣ କରିନେଲେ ଆତଙ୍କୀ!

କାଲିଠାରୁ ରାଜଧାନୀରେ ଗଡ଼ିବ ‘ମୋ ବସ୍‌’

କୁଳଭୂଷଣଙ୍କ ପାଇଁ ପାକିସ୍ତାନ ହାଇକୋର୍ଟରେ ଲଢ଼ିବେ ଓକିଲ, କିନ୍ତୁ…

ଜିମ ଓ ଯୋଗ କେନ୍ଦ୍ର ପାଇଁ ଜାରି ହେଲା ଗାଇଡଲାଇନ, ରହିଛି ଏସବୁ ନିୟମ

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ମୁଖ୍ୟମନ୍ତ୍ରୀଙ୍କ ପରେ ତାଙ୍କର ୬ କର୍ମଚାରୀ ଓ ଝିଅଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

ଆର୍ଥିକ ଶୃଙ୍ଖଳା ନାମରେ ବିଶୃଙ୍ଖଳା କରୁଛନ୍ତି ରାଜ୍ୟ ସରକାର

‘କରୋନାଠୁ ବି ଘାତକ ସାଜୁଛି ଅକ୍ସିଜେନ ଅଭାବ, ଆଖି ଆଗରେ ଯାଉଛି ଜୀବନ’

ଅବିଶ୍ୱାସ ଲାଗୁଥିଲେ ବି ସତ; ମା’ ବିନା ଅଣ୍ଡାରୁ ଫୁଟୁଛି କୁକୁଡ଼ା ଛୁଆ

ବାଧା ଦେଲା ବିବେକ; ଗାଁକୁ ଅଟକ ପିଲାର ଚିକିତ୍ସା ପାଇଁ ମାଗୁଛନ୍ତି ସହାୟତା