ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୨ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୯ ଲୋକାଲ କଣ୍ଟାକ୍ଟ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

ସାଲିଆସାହିରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପଟିଆରୁ ୩, ଡୁମୁଡୁମାରୁ ୩, ବଡ଼ଗଡ଼ରୁ ୨, ଓଲଡ ଟାଉନରୁ ୨ ଲୋକାଲ କେସ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ବରମୁଣ୍ଡାରୁ ୨, ୟୁନିଟ-୧ରୁ ୨, ଭୀମପୁରରୁ ୨, ନୀଳାଦ୍ରି ବିହାରରୁ ୨, ସାମନ୍ତରାପୁରରୁ ୨, ସହିଦ ନଗରରୁ ୨ ଲୋକାଲ କେସ୍‌ ଚିହ୍ନଟ ହୋଇଛି। ଆଜି ୧୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବିଏମ୍‌ସି ଅଞ୍ଚଳରେ ଆଜି ସୁଦ୍ଧା ୩୫୭୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨୫୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୯୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାର ଲଦାଖ; ୟୁଥ୍‌ଙ୍କ ନୂଆ ହ୍ୟାଙ୍ଗ୍‌ଆଉଟ୍‌ ଡେଷ୍ଟିନେସନ

ଆଜିଠୁ ଆଇପିଏଲ୍‌; କରୋନା ଯୋଗୁଁ ଖେଳାଳିଙ୍କ ପାଇଁ ଜାରି ହୋଇଛି କଡ଼ା କଟକଣା

SCBରେ ଶବ, ରୋଗୀ ଏକାକାର ଘଟଣା; ଆଜି ରିପୋର୍ଟ ଦାଖଲ କରିବ କମିଟି

ଏଥର ଆଇପିଏଲରେ କେଉଁ ଟିମ୍‌ର କେତେ ଦମ୍?

ପେଟରେ ମଦ ବୋତଲ ପୂରାଇ ଦେଲା ନିଶାସକ୍ତ ବନ୍ଧୁ

କରୋନାରୁ ଆରୋଗ୍ୟ ହେଲେ ୪୧୦୧; ଆଗରେ ଖୋର୍ଦ୍ଧା

କରୋନା ପରିଚାଳନାରେ ବିଏମସି ଫେଲ୍ : ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ନିରଞ୍ଜନ

ତିର୍ତ୍ତୋଲ ଉପନିର୍ବାଚନ: ସମର୍ଥକଙ୍କ ସହ ବିଜେପିରେ ମିଶିଲେ ରାଜକିଶୋର

ବର୍ଷାର ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱରରୁ ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୧୫ ଲୋକାଲ କେସ୍‌

ମୋଦି ସରକାରଙ୍କ କୃଷି ଆଇନରେ କଣ ରହିଛି, ଯାହାକୁ ଚାଷୀ ବିରୋଧ କରୁଛନ୍ତି

ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ, ଆଗରେ ରେଭେନ୍ସା ଜୁନିୟର କଲେଜ