ବୁଡ଼ିଗଲେ ପୂର୍ବତନ ସମିତି ସଭ୍ୟ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜୁରାବନ୍ଧ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। କେନାଲରେ ଗାଧୋଇବା ବେଳେ ବୁଡ଼ି ଜଣେ ପୂର୍ବତନ ସମିତି ସଭ୍ୟଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନୀଳମଣି ବାଗ। ସେ ଜୁରାବନ୍ଧ ଗାଁରୁ ସମିତି ସଭ୍ୟ ଥିଲେ। ଆଜି ମଧ୍ୟାହ୍ନରେ ନୀଳମଣି ଗାଁ ନିକଟ କେନାଲକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା ଯୋଗୁ ତାଙ୍କ ଗୋଡ଼ ପାଣିରେ ଖସିଯାଇଥିଲା। କେନାଲରେ ଭାସି ଯାଉଥିବା ବେଳେ ଗାଁ […]

drowning

drowning

Tapaswini Nayak
  • Published: Saturday, 09 October 2021
  • Updated: 09 October 2021, 02:22 PM IST

Sports

Latest News

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜୁରାବନ୍ଧ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। କେନାଲରେ ଗାଧୋଇବା ବେଳେ ବୁଡ଼ି ଜଣେ ପୂର୍ବତନ ସମିତି ସଭ୍ୟଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନୀଳମଣି ବାଗ। ସେ ଜୁରାବନ୍ଧ ଗାଁରୁ ସମିତି ସଭ୍ୟ ଥିଲେ।

ଆଜି ମଧ୍ୟାହ୍ନରେ ନୀଳମଣି ଗାଁ ନିକଟ କେନାଲକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା ଯୋଗୁ ତାଙ୍କ ଗୋଡ଼ ପାଣିରେ ଖସିଯାଇଥିଲା। କେନାଲରେ ଭାସି ଯାଉଥିବା ବେଳେ ଗାଁ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ନୀଳମଣିଙ୍କର ମୃତ୍ୟୁ ଘଟି ସାରିଥିଲା।

ବଙ୍ଗୋମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନୀଳମଣିଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

ଗ୍ରାମବାସୀ ଦାମୋଦର ବଛା କହିଛନ୍ତି, ମୁଁ ଶୌଚ ହେବା ପାଇଁ କେନାଲ ପାଖକୁ ଆସିଥିଲା ବେଳେ ନୀଳମଣି  ଗାଧୋଉ ଥିଲା।  ତେବେ କିଛି ସମୟପରେ ମୁଁ ତାକୁ ଦେଖିବାକୁ ପାଇ ନଥିଲି। ପରେ ୫୦ ମିଟରେ ଦୂରରେ ସେ ଭାସୁଥିବା ଦେଖିବାକୁ ପାଇଥିଲି। ପରେ ଅନ୍ୟ ଗ୍ରାମବାସୀଙ୍କୁ ଡାକି ଆମେ ତାଙ୍କୁ ଉଦ୍ଧାର କରିଥିଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story