ଉମା ସାମନ୍ତରାୟଙ୍କ ଉପରୁ ଉଠିଲା ବହିଷ୍କାର ଆଦେଶ

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉପରୁ ଆଜି ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନେଇଛି ବିଜେଡି। ଗତ ବିଧାନସଭା ନିର୍ବାଚନ ବେଳେ ତାଙ୍କୁ ଦଳ ଟିକେଟ୍ ଦେଇ ନ ଥିଲା। ତେଣୁ ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିଲେ ଓ ନିର୍ବାଚନ ଜିତି ଥିଲେ। ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ନିର୍ବାଚନ ଲଢ଼ି ଥିବାରୁ ତାଙ୍କୁ ବହିଷ୍କାର କରାଯାଇଥିଲା। ବହିଷ୍କାର ଆଦେଶ ଉଠିବା ପରେ ଖୁସି ପ୍ରକଟ କରିଛନ୍ତି ଉମା ସାମନ୍ତରାୟ। ସେ […]

uma

uma

Rakesh Mallick
  • Published: Wednesday, 14 September 2016
  • Updated: 14 September 2016, 06:43 PM IST

Sports

Latest News

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉପରୁ ଆଜି ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନେଇଛି ବିଜେଡି। ଗତ ବିଧାନସଭା ନିର୍ବାଚନ ବେଳେ ତାଙ୍କୁ ଦଳ ଟିକେଟ୍ ଦେଇ ନ ଥିଲା। ତେଣୁ ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିଲେ ଓ ନିର୍ବାଚନ ଜିତି ଥିଲେ। ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ନିର୍ବାଚନ ଲଢ଼ି ଥିବାରୁ ତାଙ୍କୁ ବହିଷ୍କାର କରାଯାଇଥିଲା।

ବହିଷ୍କାର ଆଦେଶ ଉଠିବା ପରେ ଖୁସି ପ୍ରକଟ କରିଛନ୍ତି ଉମା ସାମନ୍ତରାୟ।

ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ମୋ ଉପରେ ପୁଣି ବିଶ୍ୱାସ ଫେରାଇ ଆଣିଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ। ମୁଁ ଦଳ ଛାଡ଼ି ଯାଇ ନ ଥିଲି। ମୁଁ କେବଳ ସ୍ୱାଧୀନ ଭାବେ ନିର୍ବାଚନ ଜିତି ଥିଲି। ମୁଁ ଅନେକ ସମୟରେ ବହୁତ କଠିନ ପରୀକ୍ଷା ଦେଇ ଗତି କରିଛି।”

୨୦୦୯ରେ ବିଜେଡି ଉମା ସାମନ୍ତରାୟଙ୍କୁ ସତ୍ୟବାଦୀରୁ ପ୍ରାର୍ଥୀ କରିଥିଲା। ତେବେ ସେ ସେଥର କଂଗ୍ରେସର ପ୍ରସାଦ ହରିଚନ୍ଦନଙ୍କଠାରୁ ହାରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story