ବମିଖାଲରେ ବିସ୍ଫୋରଣ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଆଜି ଏକ ଘରେ ବିସ୍ଫୋରଣ ହୋଇଛି। ବମିଖାଲରେ ପ୍ଲଟ ନମ୍ବର ୧୨୦୨ରେ ଥିବା ଏକ ଘରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ଘରର ସମସ୍ତ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ କାହାର କିଛି କ୍ଷତି ହୋଇନାହିଁ। ପଡ଼ୋଶୀ ଲୋକଙ୍କ କହିବା ଅନୁସାରେ, ଏହି ଘରେ ପୁରୀ ଅଞ୍ଚଳର ୩ ଜଣ ବ୍ୟକ୍ତି  ଗତ ବର୍ଷେରୁ ଅଧିକ ସମୟ ଧରି ଭଡ଼ାରେ ରହୁଥିଲେ। ତେବେ ହଠାତ୍ ଆଜି ସକାଳେ ପୋଲିସ […]

vlcsnap-7783-12-30-02h10m21s210

vlcsnap-7783-12-30-02h10m21s210

Rakesh Mallick
  • Published: Sunday, 04 March 2018
  • Updated: 04 March 2018, 02:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଆଜି ଏକ ଘରେ ବିସ୍ଫୋରଣ ହୋଇଛି। ବମିଖାଲରେ ପ୍ଲଟ ନମ୍ବର ୧୨୦୨ରେ ଥିବା ଏକ ଘରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ଘରର ସମସ୍ତ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ କାହାର କିଛି କ୍ଷତି ହୋଇନାହିଁ।

ପଡ଼ୋଶୀ ଲୋକଙ୍କ କହିବା ଅନୁସାରେ, ଏହି ଘରେ ପୁରୀ ଅଞ୍ଚଳର ୩ ଜଣ ବ୍ୟକ୍ତି  ଗତ ବର୍ଷେରୁ ଅଧିକ ସମୟ ଧରି ଭଡ଼ାରେ ରହୁଥିଲେ। ତେବେ ହଠାତ୍ ଆଜି ସକାଳେ ପୋଲିସ ଆସି କବାଟ ବାଡେଇଥିଲା। କବାଟ ଖୋଲିବା ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା। ଏହାର କିଛି ସମୟ ପରେ ସେହି ଘରେ ବିସ୍ଫୋରଣ ହୋଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।  ତେବେ ଏହି ଘରେ କିଏ ଓ କାହିଁକି ବିସ୍ଫୋରଣ ଘଟାଇଛି ତାହା ଜଣାପଡ଼ିନି। ପୋଲିସ ଏହି ଘଟଣାର ମଧ୍ୟ ତନାଘନା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story