ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ବିସ୍ଫୋରଣ, ଜଣେ ଆହତ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୫ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ବିସ୍ଫୋରଣ ଘଟି ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀ ଜଣଙ୍କ ହେଲେ ଦେବେନ୍ଦ୍ର ପିଲାଇ। ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ବିସ୍ଫୋରଣ ପରେ ଫର୍ଣ୍ଣେସ ଅଚଳ ହୋଇ ପଡ଼ିବାରୁ ଉତ୍ପାଦନ ବନ୍ଦ ହୋଇଯାଇଛି। ଏହାକୁ ସଜାଡ଼ିବାକୁ ଦୁଇରୁ ତିନି ଦିନ ସମୟ ଲାଗିବ। ଦୁର୍ଘଟଣାର ତଦନ୍ତ ଲାଗି କାରଖାନା କର୍ତ୍ତୃପକ୍ଷ ଏକ ଟିମକୁ ଦାୟିତ୍ୱ […]

steel-plant

steel-plant

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 02:09 PM IST

Sports

Latest News

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୫ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ବିସ୍ଫୋରଣ ଘଟି ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀ ଜଣଙ୍କ ହେଲେ ଦେବେନ୍ଦ୍ର ପିଲାଇ। ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି।

ବିସ୍ଫୋରଣ ପରେ ଫର୍ଣ୍ଣେସ ଅଚଳ ହୋଇ ପଡ଼ିବାରୁ ଉତ୍ପାଦନ ବନ୍ଦ ହୋଇଯାଇଛି। ଏହାକୁ ସଜାଡ଼ିବାକୁ ଦୁଇରୁ ତିନି ଦିନ ସମୟ ଲାଗିବ। ଦୁର୍ଘଟଣାର ତଦନ୍ତ ଲାଗି କାରଖାନା କର୍ତ୍ତୃପକ୍ଷ ଏକ ଟିମକୁ ଦାୟିତ୍ୱ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story