ଏକ୍ସପ୍ରେସ୍‌ ଟ୍ରେନ୍‌ ରହିବା ଦାବିରେ ରେଢ଼ାଖୋଲରେ ରେଳରୋକ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଷ୍ଟେସନ୍‌ରେ ୩ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ରହିବା ଦାବିରେ ଆଜି ରେଳରୋକ କରାଯାଇଛି। ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି। ଷ୍ଟେସନ୍‌ରେ ସମ୍ୱଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ ଅଟକି ରହିଛି।

train

train

Rakesh Mallick
  • Published: Tuesday, 20 September 2016
  • Updated: 20 September 2016, 09:51 AM IST

Sports

Latest News

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଷ୍ଟେସନ୍‌ରେ ୩ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ରହିବା ଦାବିରେ ଆଜି ରେଳରୋକ କରାଯାଇଛି। ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି। ଷ୍ଟେସନ୍‌ରେ ସମ୍ୱଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ ଅଟକି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos