ଫେସ୍‌ବୁକ୍‌ରୁ ପ୍ରେମ ଓ ଦୁଷ୍କର୍ମ ମାମଲା: ନାବାଳିକାଙ୍କ ବୟାନ ରେକର୍ଡ

କଟକ: ଫେସ୍‌ବୁକ୍‌ ପ୍ରେମ ଓ ଦୁଷ୍କର୍ମ ମାମଲାରେ ଆଜି ପୀଡିତା ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। ୧୬୪ ଧାରାରେ କଟକ ଜେଏମ୍‌ଏଫ୍‌ସି କୋର୍ଟରେ ପୋଲିସ ବୟାନ ରେକର୍ଡ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଜଣଙ୍କ ମଧ୍ୟ ନାବାଳକ। ଅଭିଯୋଗକାରିଣୀ ଯାଜପୁର ମଙ୍ଗଳପୁରର ହୋଇଥିବା ବେଳେ ଅଭିଯୁକ୍ତ କଟକ କୁରଙ୍ଗ ଅଞ୍ଚଳର। ପୂର୍ବରୁ ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରିସାରିଛି। ଉଭୟ ନାବାଳିକା ଓ ନାବାଳକଙ୍କ ମଧ୍ୟରେ ଫେସ୍‌ବୁକରୁ ପ୍ରେମ ହୋଇଥିଲା। ଗତ ୨୬ ତାରିଖରେ ନାବାଳିକା ଜଣଙ୍କ […]

cuttack1

cuttack1

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 11:06 PM IST

Sports

Latest News

କଟକ: ଫେସ୍‌ବୁକ୍‌ ପ୍ରେମ ଓ ଦୁଷ୍କର୍ମ ମାମଲାରେ ଆଜି ପୀଡିତା ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। ୧୬୪ ଧାରାରେ କଟକ ଜେଏମ୍‌ଏଫ୍‌ସି କୋର୍ଟରେ ପୋଲିସ ବୟାନ ରେକର୍ଡ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଜଣଙ୍କ ମଧ୍ୟ ନାବାଳକ।

ଅଭିଯୋଗକାରିଣୀ ଯାଜପୁର ମଙ୍ଗଳପୁରର ହୋଇଥିବା ବେଳେ ଅଭିଯୁକ୍ତ କଟକ କୁରଙ୍ଗ ଅଞ୍ଚଳର। ପୂର୍ବରୁ ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରିସାରିଛି।

ଉଭୟ ନାବାଳିକା ଓ ନାବାଳକଙ୍କ ମଧ୍ୟରେ ଫେସ୍‌ବୁକରୁ ପ୍ରେମ ହୋଇଥିଲା। ଗତ ୨୬ ତାରିଖରେ ନାବାଳିକା ଜଣଙ୍କ ନାବାଳକଙ୍କୁ ଦେଖା କରିବାକୁ ଆସିଥିଲେ। ତେବେ ୨୯ ତାରିଖରେ ନାବାଳକ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପୀଡିତା ଆଜି ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story