ଫେସବୁକ୍‌ରେ ଭିଡିଓ ଛାଡ଼ି ଆତ୍ମହତ୍ୟା ଘଟଣା: ମୃତ ଯୁବକଙ୍କ ପତ୍ନୀ ଓ ପ୍ରେମିକ ଗିରଫ

ପୁରୀ: ପୁରୀ ଜିଲ୍ଲା ଗଡ଼ଭିଙ୍ଗୁରାର ଯୁବକ ଶାନ୍ତନୁ ପାତ୍ର ଫେସବୁକ୍‌ରେ ଭିଡିଓ ଛାଡ଼ି ଆତ୍ମହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ମୃତ ଶାନ୍ତନୁଙ୍କ ପତ୍ନୀ ଅନୀତା ପ୍ରଧାନ ଓ ତାଙ୍କ ତଥାକଥିତ  ପ୍ରେମିକ ଅମରେଶ ସ୍ୱାଇଁଙ୍କୁ ପୋଲିସ  ଗିରଫ କରିଛି। ଉଭୟଙ୍କୁ ସଦର ପୋଲିସ୍ ଗିରଫ କରିଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ମୃତ୍ୟୂ ପୂର୍ବରୁ ଶାନ୍ତନୁ ତାଙ୍କ ସ୍ତ୍ରୀର ପରକୀୟା ପ୍ରୀତି କଥା ଫେସବୁକରେ କହିଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ […]

puri

puri

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 02:21 PM IST

Sports

Latest News

ପୁରୀ: ପୁରୀ ଜିଲ୍ଲା ଗଡ଼ଭିଙ୍ଗୁରାର ଯୁବକ ଶାନ୍ତନୁ ପାତ୍ର ଫେସବୁକ୍‌ରେ ଭିଡିଓ ଛାଡ଼ି ଆତ୍ମହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ମୃତ ଶାନ୍ତନୁଙ୍କ ପତ୍ନୀ ଅନୀତା ପ୍ରଧାନ ଓ ତାଙ୍କ ତଥାକଥିତ  ପ୍ରେମିକ ଅମରେଶ ସ୍ୱାଇଁଙ୍କୁ ପୋଲିସ  ଗିରଫ କରିଛି। ଉଭୟଙ୍କୁ ସଦର ପୋଲିସ୍ ଗିରଫ କରିଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।

ମୃତ୍ୟୂ ପୂର୍ବରୁ ଶାନ୍ତନୁ ତାଙ୍କ ସ୍ତ୍ରୀର ପରକୀୟା ପ୍ରୀତି କଥା ଫେସବୁକରେ କହିଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି  ହୋଇଥିଲା। ମୃତ ଶାନ୍ତନୁଙ୍କ ମାଆଙ୍କ ଏତଲା ଆଧାରରେ ପୁରୀ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲ॥

ସୂଚନାଯୋଗ୍ୟ, ପୋଲିସ ଶାନ୍ତୁନଙ୍କ ପତ୍ନୀ ଓ ତାଙ୍କ ପ୍ରେମିକଙ୍କ ବିରୋଧରେ ଆଇପିସିର ୩୦୬, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ କରିଥିଲା। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶାନ୍ତନୁଙ୍କ ପତ୍ନୀ ଏକ ଭିଡିଓ ଜାରି କରି ନିଜ ପକ୍ଷରୁ ସଫେଇ ରଖିଥିଲେ। ଦୋଷୀ ଦଣ୍ଡପାଉ ସେ କହିଥିଲେ। ତେବେ ଗୋଟିଏ ଭିଡିଓ ଆଧାରରେ ତାଙ୍କ ମୁଣ୍ଡରେ ସବୁ ଦୋଷ ଲଦି ଦେବା ଆଦୌ ଠିକ୍‌ ନୁହେଁ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story