ଫାଇଲନ ବକେୟା ବାବଦକୁ ୩୮୦ କୋଟି ଦେଇଛନ୍ତି କେନ୍ଦ୍ର ସରକାର: ଏସଆରସି

ଭୁବନେଶ୍ୱର: ଗତକାଲି ପ୍ରାକୃତି ଦୁର୍ବିପାକ ବାବଦକୁ ୩୮୦ କୋଟି ଟଙ୍କା ଓଡ଼ିଶାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଏ ନେଇ ଆଜି ଏସଆରସି ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଫାଇଲିନ ବାବଦ ବକେୟା ବାବଦକୁ ଏହା ପ୍ରଦାନ କରାଯାଇଛି। ରାଜ୍ୟ ଫାଇଲିନ ବାବଦରେ ୩୯୯ କୋଟି ଟଙ୍କା ବକେୟା ପାଇବାକୁ ଥିଲା। ସେ ଆହୁରି କହିଛନ୍ତି ଇନପୁଟ୍ ସବସିଡ ଭାଗଚାଷୀଙ୍କୁ ବି ଦିଆଯାଉଛି। ପୁର୍ବରୁ ୧୧୩ କୋଟି ଟଙ୍କାର ଇନପୁଟ୍ ସବସିଡ ଦିଆଯାଇଛି। ଆଗକୁ ଆହୁରି ୧୦୦ କୋଟି […]

src pk mohapatra

src pk mohapatra

Rakesh Mallick
  • Published: Tuesday, 22 December 2015
  • Updated: 22 December 2015, 07:30 AM IST

Sports

Latest News

ଭୁବନେଶ୍ୱର: ଗତକାଲି ପ୍ରାକୃତି ଦୁର୍ବିପାକ ବାବଦକୁ ୩୮୦ କୋଟି ଟଙ୍କା ଓଡ଼ିଶାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଏ ନେଇ ଆଜି ଏସଆରସି ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଫାଇଲିନ ବାବଦ ବକେୟା ବାବଦକୁ ଏହା ପ୍ରଦାନ କରାଯାଇଛି। ରାଜ୍ୟ ଫାଇଲିନ ବାବଦରେ ୩୯୯ କୋଟି ଟଙ୍କା ବକେୟା ପାଇବାକୁ ଥିଲା। ସେ ଆହୁରି କହିଛନ୍ତି ଇନପୁଟ୍ ସବସିଡ ଭାଗଚାଷୀଙ୍କୁ ବି ଦିଆଯାଉଛି। ପୁର୍ବରୁ ୧୧୩ କୋଟି ଟଙ୍କାର ଇନପୁଟ୍ ସବସିଡ ଦିଆଯାଇଛି। ଆଗକୁ ଆହୁରି ୧୦୦ କୋଟି ଟଙ୍କା ମିଳିବ। ମରୁଡି ସମ୍ପର୍କରେ ଏସଆରସି କହିଛନ୍ତି, କେନ୍ଦ୍ରୀୟ ଟିମ୍ ୧୯ ତାରିଖରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। ୧୨୨ଟି ଚାଷୀ ଆତ୍ମହତ୍ୟା ଅଭିଯୋଗର ତଦନ୍ତ କରାଯାଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଛି। ଏବେ ୭ରୁ ୮ଟି ଚାଷୀ ଆତ୍ମହତ୍ୟା ଅଭିଯୋଗର ତଦନ୍ତ ହେଉଛି। ଶୀଘ୍ର ଏହାର ରିପୋର୍ଟ ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story