ଜାଲ୍‌ ଜାତିଗତ ପ୍ରମାଣପତ୍ର ମାମଲା: ମାନେଶ୍ୱର ଅତିରିକ୍ତି ତହସିଲଦାରଙ୍କୁ ବହିଷ୍କାର କରିବାକୁ ସୁପାରିଶ

ସମ୍ବଲପୁର: ଜାଲ୍‌ ଜାତିଗତ ପ୍ରମାଣପତ୍ର ପାଇଁ ଅଡୁଆରେ ପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ୱର ଅତିରିକ୍ତି ତହସିଲଦାର ବିକାଶ ଭୋଇ । ଜାଲ ପ୍ରମାଣ ଦେଇ ସରକାରୀ ଚାକିରି କରୁଥିବା ଅଭିଯୋଗ ଉପରେ ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ୱ କମିଶନର। ବିକାଶଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସୁପାରିସ କରାଯାଇଛି। ସେହିଭଳି ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା […]

sbp

sbp

Rakesh Mallick
  • Published: Tuesday, 07 February 2017
  • Updated: 07 February 2017, 08:01 AM IST

Sports

Latest News

ସମ୍ବଲପୁର: ଜାଲ୍‌ ଜାତିଗତ ପ୍ରମାଣପତ୍ର ପାଇଁ ଅଡୁଆରେ ପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ୱର ଅତିରିକ୍ତି ତହସିଲଦାର ବିକାଶ ଭୋଇ । ଜାଲ ପ୍ରମାଣ ଦେଇ ସରକାରୀ ଚାକିରି କରୁଥିବା ଅଭିଯୋଗ ଉପରେ ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ୱ କମିଶନର। ବିକାଶଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସୁପାରିସ କରାଯାଇଛି। ସେହିଭଳି ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ଲାଗି ବଲାଙ୍ଗିର ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର।

ବଲାଙ୍ଗିର ଜିଲ୍ଲା ଧଣ୍ଡାମୁଣ୍ଡା ଗାଁର ବିକାଶ ଭୋଇଙ୍କ ନାଁରେ ଜାଲ୍‌ ଜାତିଗତ ପ୍ରମାଣପତ୍ର ଅଭିଯୋଗ ଆସିଥିଲା।

ବିକାଶ ଏସସି/ଏସଟି ବର୍ଗର ହୋଇ ନ ଥିବା ବେଳେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ରାଜ୍ୟସ୍ତରୀୟ ଯାଞ୍ଚ କମିଟି ନିକଟରେ ଅଭିଯୋଗ ହୋଇଥିଲା।

ପରେ ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ତାଙ୍କ ଜାତିଗତ ପ୍ରମାଣପତ୍ର ଜାଲ୍‌ ବୋଲି କମିଟି ଚୂଡ଼ାନ୍ତ ରିପୋର୍ଟ ଦେଇଛି। ଏହି ରିପୋର୍ଟ ଆଧାରରେ ବିକାଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଉତ୍ତରାଞ୍ଚଳ ଆରଡିସି ଭାସ୍କର ଜ୍ୟୋତି ଶର୍ମା ସୁପାରିଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story