ପିଇଦେଲେ କଥା ସରିଲା...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଗକୁ ଖରାଦିନ । ଗରମରେ ଥଣ୍ଡା ଥଣ୍ଡା କୋଲ୍ଡ ଡ୍ରିଙ୍କସ ପିଇବାକୁ ସମସ୍ତଙ୍କ ଇଛା । ହେଲେ ମୃଦୁ ପାନୀୟ କିଣିବା ବେଳକୁ ଆପଣଙ୍କୁ ଟିକେ ସଜାଗ ରହିବାକୁ ପଡିବ । ବୋତଲରେ ଲେଖାଯାଇଥିବା ନାଁକୁ ଟିକେ ଭଲଭାବରେ ପଢିବାକୁ ପଡିବ । ଯଦି ଆଖି ଧୋକାଖାଇଯାଏ । ତେବେ କଥା ସରିଲା ।  କାରଣ ବଜାରରେ ବୁଲୁଛି ମାଳମାଳ ଡୁପ୍ଳିକେଟ୍ କୋଲ୍ଡ ଡ୍ରିଙ୍କସ ।  ଯାହା ସ୍ୱାସ୍ଥ୍ୟ ପ୍ରତି ବେଶ୍ ହାନୀକାରକ।  ଭୁବନେଶ୍ୱରର […]

unb

unb

Tapas Behera
  • Published: Tuesday, 02 February 2021
  • Updated: 02 February 2021, 08:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଗକୁ ଖରାଦିନ । ଗରମରେ ଥଣ୍ଡା ଥଣ୍ଡା କୋଲ୍ଡ ଡ୍ରିଙ୍କସ ପିଇବାକୁ ସମସ୍ତଙ୍କ ଇଛା । ହେଲେ ମୃଦୁ ପାନୀୟ କିଣିବା ବେଳକୁ ଆପଣଙ୍କୁ ଟିକେ ସଜାଗ ରହିବାକୁ ପଡିବ । ବୋତଲରେ ଲେଖାଯାଇଥିବା ନାଁକୁ ଟିକେ ଭଲଭାବରେ ପଢିବାକୁ ପଡିବ । ଯଦି ଆଖି ଧୋକାଖାଇଯାଏ । ତେବେ କଥା ସରିଲା ।  କାରଣ ବଜାରରେ ବୁଲୁଛି ମାଳମାଳ ଡୁପ୍ଳିକେଟ୍ କୋଲ୍ଡ ଡ୍ରିଙ୍କସ ।  ଯାହା ସ୍ୱାସ୍ଥ୍ୟ ପ୍ରତି ବେଶ୍ ହାନୀକାରକ।  ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଚଢାଉ କରି ଏଭଳି ଏକ ନକଲି ମୃତୁ ପାନୀୟ କାରଖାନାକୁ ସିଲ୍ କରିଛି ପୋଲିସ ଓ ବିଏମ୍ସିର ଟିମ୍।

ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବର୍ଷ ବର୍ଷ ଧରି ବେଧଡକ ଚାଲିଥିଲା ବେପାର ।  ପୁଲିସର ନାକ ତଳେ ଏବଂ ସମସ୍ତଙ୍କ ଆଖି ସାମ୍ନାରେ ହେଉଥିଲା ଦୁଇ ନମ୍ବରି କାରବାର। ଚାରି ପାଞ୍ଚ ପ୍ରକାରର ମୃଦୁ ପାନୀୟ, ଜୁସ୍ ଏବଂ ମସାଲା ଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିଲା । ହେଲେ କେଉଁ ଉତ୍ପାଦ କେତେ ପରିମାଣରେ ମିଶାଯିବ ଏବଂ ଶରୀର ଉପରେ ତାର କଣ ପ୍ରଭାବ ରହିବ, ତାର ଯାଂଚ ପାଇଁ ଏଠାରେ ନା ଲାବ୍ରୋଟାରୀ ଥିଲା ନା ଟେକ୍ନିସିଆନ୍ ଥିଲେ । ବଜାରରେ ବିକ୍ରି ହେଉଥିବା ବଡ ବଡ ବ୍ରାଣ୍ଡ ଭଳି ସମାନ ବୋତଲରେ ନକଲି ଲେବୁଲ ଲଗାଇ ଅପମିଶ୍ରିତ ମୃଦୁ ପାନୀୟ ତିଆରି ହେଉଥିଲା ।  ଏହାପରେ ଗାଁ ଗହଳିରେ ବିକ୍ରି ପାଇଁ ବେଶ୍ ଆରାମରେ ପଠାଇ ଦିଆଯାଉଥିଲା।

ଚିନ୍ତାଜନକ କଥା ହେଉଛି, କାରଖାନାରେ ତିଆରି ହେଉଥିବା ନକଲି ମୃଦୁ ପାନୀୟରେ ସୋ଼ଡିଅମ୍ ବେଞ୍ଜୋଟ୍ ଏବଂ ସାଇଟ୍ରିକ ଏସିଡ୍ ଭଳି କେମିକାଲ ମିଶାଯାଉଥିଲା।  ଯାହାର ପରିମାଣ ସଠିକ ନରହିଲେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story