ଡାକ୍ତର ପରିଚୟ ଦେଇ ରୋଗୀଙ୍କୁ ଠକୁଥିଲେ, ଧରିଲା ପୁଲିସ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବ୍ରହ୍ମପୁର ବଡ଼ ମେଡିକାଲରୁ ଜଣେ ନକଲି ଡାକ୍ତରଙ୍କୁ ପୁଲିସ ଅଟକ ରଖିଛି। ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି। ଏହି ନକଲି ଡାକ୍ତର ଜଣଙ୍କ ନାବାଳକ ବୋଲି ସନ୍ଦେହ କରାଯାଉଛି। ନକଲି ଡାକ୍ତର ଜଣଙ୍କ ବେକରେ ଜାଲ୍‌ ଆଇଡି କାର୍ଡ ପକାଇ ମେଡିକାଲକୁ ଆସୁଥିବା ରୋଗୀଙ୍କୁ ବିଭିନ୍ନ କଥା କହି ସାହାଯ୍ୟ କରିବା ଆଳରେ ଠକି ପଇସା ନେଉଥିଲେ। ଗତକାଲି ମେଡିକାଲକୁ ଆସିଥିବା […]

FAKE_DOCTOR

FAKE_DOCTOR

Tapaswini Nayak
  • Published: Saturday, 29 October 2022
  • Updated: 29 October 2022, 02:28 PM IST

Sports

Latest News

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବ୍ରହ୍ମପୁର ବଡ଼ ମେଡିକାଲରୁ ଜଣେ ନକଲି ଡାକ୍ତରଙ୍କୁ ପୁଲିସ ଅଟକ ରଖିଛି। ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି। ଏହି ନକଲି ଡାକ୍ତର ଜଣଙ୍କ ନାବାଳକ ବୋଲି ସନ୍ଦେହ କରାଯାଉଛି।

ନକଲି ଡାକ୍ତର ଜଣଙ୍କ ବେକରେ ଜାଲ୍‌ ଆଇଡି କାର୍ଡ ପକାଇ ମେଡିକାଲକୁ ଆସୁଥିବା ରୋଗୀଙ୍କୁ ବିଭିନ୍ନ କଥା କହି ସାହାଯ୍ୟ କରିବା ଆଳରେ ଠକି ପଇସା ନେଉଥିଲେ। ଗତକାଲି ମେଡିକାଲକୁ ଆସିଥିବା କିଛି ରୋଗୀଙ୍କର ତାଙ୍କ ଉପରେ ସନ୍ଦେହ ହୋଇଥିଲା। ସେମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମେଡିକାଲରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ପଚରାଉଚରା କରିବା ସହ ତାଙ୍କ ପାଖରୁ ଜାଲ୍‌ ଆଇଡି କାର୍ଡ ଜବତ କରିଥିଲା।

ସମ୍ପୃକ୍ତ ଯୁବକ ଜଣଙ୍କ ପରିଚୟପତ୍ର ଯେଉଁଠାରେ ତିଆରି କରିଥିଲେ, ସେହି ସଂସ୍ଥାର ମାଲିକଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଛି। ନକଲି ଡାକ୍ତର ଜଣଙ୍କ ଏପରି କାମ କେବେଠୁ କରୁଥିଲେ, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁ଼ଛି।

ଗତ କିଛିଦିନ ତଳେ ଦେବଗଡ଼ ଜିଲ୍ଲା କଦମଦର୍ହ ଗାଁରେ ବେଆଇନ କ୍ଲିନିକ କରି ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତର ପଶ୍ଚିମବଙ୍ଗର ପ୍ରଶାନ୍ତ ରାୟଙ୍କୁ ଗିରଫ କରିଥିଲା ପୁଲିସ। ତାଙ୍କଠାରୁ ପ୍ରାୟ ୨ ଲକ୍ଷ ଟଙ୍କାର ଔଷଧ ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story