ରାଜଧାନୀରେ ନକଲି ଇଞ୍ଜିନ୍ ଅଏଲ୍ ତିଆରି କାରଖାନା ଠାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକିଛି ଦିନ ହେଲା କଟକରେ  ନକଲି ଗଙ୍ଗାଜଳଠୁ ଆରମ୍ଭ କରି ନକଲି ସସ୍ ତିଆରି କାରଖାନା ଯାଏଁ ଠାବ ହେବା ପରେ ଏବେ ଗତକାଲି ରାଜଧାନୀ ପାଳି। ରାଜଧାନୀ ଭୁବନେଶ୍ୱରରୁ ଠାବ ହୋଇଛି ନକଲି ଇଞ୍ଜିନ୍ ଅଏଲ୍ ତିଆରି କାରଖାନା । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଚକେଇସିଆଣିରେ ଏହି ନକଲି ଲୁବ୍ରିକେଣ୍ଟ ତିଆରି କାରଖାନା ଠାବ ହୋଇଛି । ମିଳିଥିବା ସୂଚନା ମୁତାବକ, ଗତକାଲି  ସନ୍ଧ୍ୟାରେ କମିଶନରେଟ୍ ପୁଲିସ୍‌ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ […]

bbsr-1

bbsr-1

Tapaswini Nayak
  • Published: Wednesday, 30 September 2020
  • Updated: 30 September 2020, 09:34 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକିଛି ଦିନ ହେଲା କଟକରେ  ନକଲି ଗଙ୍ଗାଜଳଠୁ ଆରମ୍ଭ କରି ନକଲି ସସ୍ ତିଆରି କାରଖାନା ଯାଏଁ ଠାବ ହେବା ପରେ ଏବେ ଗତକାଲି ରାଜଧାନୀ ପାଳି। ରାଜଧାନୀ ଭୁବନେଶ୍ୱରରୁ ଠାବ ହୋଇଛି ନକଲି ଇଞ୍ଜିନ୍ ଅଏଲ୍ ତିଆରି କାରଖାନା । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଚକେଇସିଆଣିରେ ଏହି ନକଲି ଲୁବ୍ରିକେଣ୍ଟ ତିଆରି କାରଖାନା ଠାବ ହୋଇଛି ।

ମିଳିଥିବା ସୂଚନା ମୁତାବକ, ଗତକାଲି  ସନ୍ଧ୍ୟାରେ କମିଶନରେଟ୍ ପୁଲିସ୍‌ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ଉ କରିବା ସହ ୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହାସହ ୨ଶହ ଲିଟର କ୍ଷମତା ବିଶିଷ୍ଟ ୬୦ରୁ ଅଧିକ କିରୋସିନି ଡ୍ରମ୍ ଏବଂ କିଛି ପୋଡ଼ା ମୋବିଲ୍‌କୁ ଜବତ କରିଛି ପୁଲିସ୍‌ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story