ନିଟ୍‌ ପରୀକ୍ଷା ଦେଉଥିବା ନକଲି ପରୀକ୍ଷାର୍ଥୀ ଗିରଫ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସାରା ଦେଶରେ ଅନୁଷ୍ଠିତ ହୋଇଛି ନିଟ୍‌ ପରୀକ୍ଷା। ଗତକାଲି ଓଡ଼ିଶାରେ ମଧ୍ୟ ଏହି ପରୀକ୍ଷା ହୋଇଛି। ହଲ୍‌ ଭିତରେ ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଚେକ୍‌ କରାଯାଇଥିଲା। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହା ସତ୍ତ୍ୱେ ରାଉରକେଲା ଡିଏଭି ପବ୍ଲିକ ସ୍କୁଲ ସେଣ୍ଟରରେ ପରୀକ୍ଷା ଦେଉଥିବା ଜଣେ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ଗିରଫ ଛାତ୍ର ହେଉଛନ୍ତି ରାଜସ୍ଥାନର ଉମେଶ କୁମାର। ସେ ଜନୈକ ଛାତ୍ର […]

neet

neet

Rakesh Mallick
  • Published: Monday, 07 May 2018
  • Updated: 07 May 2018, 06:29 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସାରା ଦେଶରେ ଅନୁଷ୍ଠିତ ହୋଇଛି ନିଟ୍‌ ପରୀକ୍ଷା। ଗତକାଲି ଓଡ଼ିଶାରେ ମଧ୍ୟ ଏହି ପରୀକ୍ଷା ହୋଇଛି। ହଲ୍‌ ଭିତରେ ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଚେକ୍‌ କରାଯାଇଥିଲା। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହା ସତ୍ତ୍ୱେ ରାଉରକେଲା ଡିଏଭି ପବ୍ଲିକ ସ୍କୁଲ ସେଣ୍ଟରରେ ପରୀକ୍ଷା ଦେଉଥିବା ଜଣେ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ଗିରଫ ଛାତ୍ର ହେଉଛନ୍ତି ରାଜସ୍ଥାନର ଉମେଶ କୁମାର। ସେ ଜନୈକ ଛାତ୍ର ପାଇଁ ପରୀକ୍ଷା ଦେଉଥିଲେ। ରାଉରକେଲା ଉଦିତନଗର ଥାନା ପୋଲିସ ଏହି ନକଲି ଛାତ୍ରଙ୍କୁ ଗିରଫ କରିଛି। ଏହାପଛରେ ଏକ ରାକେଟ୍‌ କାମ କରୁଥିବା ତଦନ୍ତ କରୁଥିବା ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos