ନକଲି ଅତିରିକ୍ତ ହୋମ୍ ସେକ୍ରେଟାରୀ ଗିରଫ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କାହା ଆଗରେ ନିଜକୁ ଅତିରିକ୍ତ ହୋମ୍‌ ସେକ୍ରେଟାରୀ ଭାବେ ପରିଚୟ ଦେଉଥିଲେ ତ ଆଉ କାହା ଆଗରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଥିବା କହୁଥିଲେ। ସେହିଭଳି ଅନ୍ୟ କିଛି ଲୋକଙ୍କୁ କହିଥିଲେ ଯେ ସେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଅତିରିକ୍ତ କମିଶନର ଅଛନ୍ତି। ଏମିତି କହି ଚାକିରି କରାଇ ଦେବା ନାଁରେ ଓ ଅନ୍ୟାନ୍ୟ କାମ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ସେ ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲେ। ତେବେ ଶେଷରେ ପୁଲିସ୍ […]

nayagard

nayagard

Tapaswini Nayak
  • Published: Friday, 13 November 2020
  • Updated: 13 November 2020, 10:07 AM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କାହା ଆଗରେ ନିଜକୁ ଅତିରିକ୍ତ ହୋମ୍‌ ସେକ୍ରେଟାରୀ ଭାବେ ପରିଚୟ ଦେଉଥିଲେ ତ ଆଉ କାହା ଆଗରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଥିବା କହୁଥିଲେ। ସେହିଭଳି ଅନ୍ୟ କିଛି ଲୋକଙ୍କୁ କହିଥିଲେ ଯେ ସେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଅତିରିକ୍ତ କମିଶନର ଅଛନ୍ତି। ଏମିତି କହି ଚାକିରି କରାଇ ଦେବା ନାଁରେ ଓ ଅନ୍ୟାନ୍ୟ କାମ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ସେ ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲେ। ତେବେ ଶେଷରେ ପୁଲିସ୍ ତାଙ୍କୁ ଗିରଫ କରିଛି। ତାଙ୍କ ନାଁ କାହ୍ନୁ ପ୍ରଧାନ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ପ୍ରଧାନସାହିରେ।

କାହ୍ନୁଙ୍କୁ ଗତକାଲି ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୁଲିସ୍ ଗିରଫ କରିଛି। ଚାନ୍ଦପୁର ଆଇଆଇସି ରଶ୍ମୀରଞ୍ଜନ ଦାଶ କହିଛନ୍ତି, ଏକ ଡବଲ୍ ମର୍ଡର ଘଟଣାର ତଦନ୍ତ କଲା ବେଳେ ଆମେ ଜାଣିବାକୁ ପାଇଲୁ ଯେ କାହ୍ନୁ ପ୍ରଧାନ ଟାଙ୍ଗି ଓ ଚାନ୍ଦପୁର ଅଞ୍ଚଳରୁ ବହୁ ଲୋକଙ୍କୁ ଠକି ଅର୍ଥ ଆଦାୟ କରିଛନ୍ତି। କେତେବେଳେ ହୋମ୍‌ ଡିପାର୍ଟମେଣ୍ଟର ଅଧିକାରୀ କହି ତ କେତେବେଳେ ହେଲ୍‌ଥ ଡିପାର୍ଟମେଣ୍ଟର ଅଧିକାରୀ କହି ଲୋକଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କା ନେଇଛନ୍ତି। ତାଙ୍କ ପାଖରୁ ବିଭିନ୍ନ ବିଭାଗର ଆଇକାର୍ଡ ମଧ୍ୟ ଜବତ କରାଯାଇଛି। ତଦନ୍ତ ଚାଲିଥିବା ବେଳେ ସେ ଲୁଚି ଯାଇଥିଲେ। କିନ୍ତୁ ଆମେ ତାଙ୍କୁ କାଲି ଗିରଫ କରିବାରେ ସଫଳ ହୋଇଥିଲୁ। ତାଙ୍କଠାରୁ ଏକ କ୍ରେଟା ଗାଡ଼ି ଜବତ କରାଯାଇଛି। ଏଥିରେ ସେ ହୋମ୍‌ ଡିପାର୍ଟମେଣ୍ଟର ଷ୍ଟିକର ଲଗାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story