କଳା ଟଙ୍କାର କଳା କାରବାର: ଦୁଇଟି ଜାଗାରୁ ଧରାପଡ଼ିଲା ଲକ୍ଷାଧିକ ଟଙ୍କା

ଭବାନୀପାଟଣା/ଦେବଗଡ଼(ଓଡ଼ିଶା ରିପୋର୍ଟର): ଦେବଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ଜାଲ ନୋଟ୍‌ କାରବାର ଚାଲିଥିଲା। ଏ ସମ୍ପର୍କରେ ପୋଲିସ ଜାଣିପାରି ଜାଲ୍‌ ନୋଟ୍‌ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାତ୍ର କଳାହାଣ୍ଡି ଜିଲ୍ଲାରେ ଗାଁ ଲୋକେ ଜାଲ୍‌ ନୋଟ୍‌ ସହ ଜଣେ ଯୁବକକୁ ଧରି ପୋଲିସ ଜିମା ଦେଇଥିଲେ। ଦେବଗଡ ଜିଲ୍ଲାରେ ଚାଲିଥିଲା ଜାଲ୍‌ ନୋଟ୍‌ କାରବାର। ଏ ସମ୍ପର୍କରେ ପୋଲିସ ଜାଣିପାରି ଚଢ଼ାଉ କରି ୨ ଲକ୍ଷ ୭୪ ହଜାର ଟଙ୍କାର ଜାଲ ନୋଟ […]

fake note

fake note

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 04:46 PM IST

Sports

Latest News

ଭବାନୀପାଟଣା/ଦେବଗଡ଼(ଓଡ଼ିଶା ରିପୋର୍ଟର): ଦେବଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ଜାଲ ନୋଟ୍‌ କାରବାର ଚାଲିଥିଲା। ଏ ସମ୍ପର୍କରେ ପୋଲିସ ଜାଣିପାରି ଜାଲ୍‌ ନୋଟ୍‌ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାତ୍ର କଳାହାଣ୍ଡି ଜିଲ୍ଲାରେ ଗାଁ ଲୋକେ ଜାଲ୍‌ ନୋଟ୍‌ ସହ ଜଣେ ଯୁବକକୁ ଧରି ପୋଲିସ ଜିମା ଦେଇଥିଲେ।

ଦେବଗଡ ଜିଲ୍ଲାରେ ଚାଲିଥିଲା ଜାଲ୍‌ ନୋଟ୍‌ କାରବାର। ଏ ସମ୍ପର୍କରେ ପୋଲିସ ଜାଣିପାରି ଚଢ଼ାଉ କରି ୨ ଲକ୍ଷ ୭୪ ହଜାର ଟଙ୍କାର ଜାଲ ନୋଟ ଜବତ କରିଛି। ଏହାଛଡ଼ା ଜାଲ ନୋଟ ତିଆରି କରାଯାଉଥିବା ରାସାୟନିକ ଦ୍ରବ୍ୟ, କମ୍ପ୍ୟୁଟର, ପ୍ରିଣ୍ଟର ଓ ପେପର ଜବତ କରିଥିବା ବେଳେ ମୁଖ୍ୟଅଭିଯୁକ୍ତଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ରାଜିକିଶୋର ସାହୁ(୩୭), ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତାବଡା ଗ୍ରାମର ସୁଦନ ବିଶ୍ୱାଳ ଓ ସୁମନ୍ତ ଭୋଇ, ନଳବନ୍ଧ ଗ୍ରାମର ପ୍ରତାପ ବେହେରା ଏବଂ ସୁବର୍ଣ୍ଣପାଲି ଗ୍ରାମର ଝଶକେତନ ଦେହୁରୀ। ଏହି କାରବାରର ମାଷ୍ଟର ମାଇଣ୍ଡ ରାଜିକିଶୋର ସାହୁ ବୋଲି ଜଣାପଡ଼ିଛି।

ଅନ୍ୟ ଏକ ଘଟଣା କ୍ରମ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ପଲମ ଗାଁ ଲୋକେ ନକଲି ନୋଟ୍‌ କାରବାରରେ ଜଣେ ଯୁବକକୁ ଧରି ପୋଲିସ ଜିମା ଦେଇଛି। ଟିଟିଲାଗଡ଼ ଅଞ୍ଚଳର ଗୋପୀନାଥ ରାଓ ପଲମ ଗାଁରେ ଏକ ପାନ ଦୋକାନରେ ୫୦୦ ଟଙ୍କା ଦେଇ ଜିନିଷ କିଣିଥିଲେ। ଏହି ନୋଟ୍‌କୁ ଦେଖି ଦୋକାନୀଙ୍କ ମନରେ ସନ୍ଦେହ ହୋଇଥିଲା। ପରେ ଏ ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇଥିଲା। ଗାଁ ଲୋକେ ସମ୍ପୃକ୍ତ ଯୁବକକୁ ଅଟକାଇ ୩୧ଟି ୨୦୦୦ ଓ ୯ଟି ୫୦୦ ଟଙ୍କିଆ ନକଲି ନୋଟ୍‌ ଉଦ୍ଧାର କରିଥିଲେ। ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ନକଲି ନୋଟ୍‌ ଜବତ କରିବା ସହିତ ସମ୍ପୃକତ ଯୁବକକୁ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story