ନକଲି ଏସ୍‌ପି ଗିରଫ

କଟକ(ଓଡ଼ିଶା ରିପୋର୍ଟର): ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ କଟକ ଚାଉଳିଆଗଞ୍ଜ ପୁଲିସ୍ ଗିରଫ କରିଛି। ତା’ ନାଁ କାର୍ତ୍ତିକ ରାଉତରାୟ। ତା’ ନିକଟରୁ ପୁଲିସ୍ ୭ଟି ମୋବାଇଲ୍‌, ୨୧ଟି ସିମ୍ କାର୍ଡ, ୧୪ଟି ବ୍ୟାଙ୍କ୍ ପାସ୍‌ବୁକ୍ ଓ ୯ଟି ଚେକ୍ ବୁକ୍ ଜବତ କରିଛି। କାର୍ତ୍ତିକ ଦୀର୍ଘ ଦିନ ହେବ ନିଜକୁ କ୍ରାଇମ୍‌ବ୍ରାଞ୍ଚର ଅତିରିକ୍ତ ଏସ୍‌ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା […]

asppp

asppp

Tapaswini Nayak
  • Published: Saturday, 26 October 2019
  • Updated: 26 October 2019, 10:01 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ କଟକ ଚାଉଳିଆଗଞ୍ଜ ପୁଲିସ୍ ଗିରଫ କରିଛି। ତା’ ନାଁ କାର୍ତ୍ତିକ ରାଉତରାୟ। ତା’ ନିକଟରୁ ପୁଲିସ୍ ୭ଟି ମୋବାଇଲ୍‌, ୨୧ଟି ସିମ୍ କାର୍ଡ, ୧୪ଟି ବ୍ୟାଙ୍କ୍ ପାସ୍‌ବୁକ୍ ଓ ୯ଟି ଚେକ୍ ବୁକ୍ ଜବତ କରିଛି।

କାର୍ତ୍ତିକ ଦୀର୍ଘ ଦିନ ହେବ ନିଜକୁ କ୍ରାଇମ୍‌ବ୍ରାଞ୍ଚର ଅତିରିକ୍ତ ଏସ୍‌ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକି ନେଉଥିଲା। ଏନେଇ ପୁଲିସ୍‌ କୌଣସି ସୂତ୍ରର ଖବର ପାଇଥିଲା ଓ ଗତକାଲି ତାକୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story