ନୂଆପଡ଼ାରେ ପୁଣି ଜୀବନ ହାରିଲେ ଚାଷୀ!

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। କପା ଓ ଧାନ ଫସଲ ନଷ୍ଟ ହେବାରୁ କୋଟାମାଳ ଗାଁ ଝାରପୋଡ଼ ଶବର ବିଷ ପିଇଦେଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଖଡ଼ଆଳ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଛି। ସେ ୬ ଏକର ଜମିରେ ସେ ଧାନ ଓ କପା ଚାଷ କରିଥିଲେ।

farmer-suicide-in-balasore

farmer-suicide-in-balasore

Rakesh Mallick
  • Published: Thursday, 23 November 2017
  • Updated: 23 November 2017, 06:42 PM IST

Sports

Latest News

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। କପା ଓ ଧାନ ଫସଲ ନଷ୍ଟ ହେବାରୁ କୋଟାମାଳ ଗାଁ ଝାରପୋଡ଼ ଶବର ବିଷ ପିଇଦେଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଖଡ଼ଆଳ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଛି। ସେ ୬ ଏକର ଜମିରେ ସେ ଧାନ ଓ କପା ଚାଷ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos