୧୩୦୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪ଟି ପର୍ଯ୍ୟାୟରେ ଆଜି ଶେଷ ହୋଇଥିବା ନିର୍ବାଚନରେ ମୋଟ ୧୩୦୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। କେବଳ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ହୋଇନଥିବାବେଳେ ବାକି ୧୪୬ଟି ବିଧାନସଭାରେ ୧୧୨୭ଜଣ ପ୍ରାର୍ଥୀ ଓ ୨୧ଟି ଲୋକସଭା ଆସନରେ ୧୭୪ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ରାଜ୍ୟର ଭୋଟରଙ୍କ ମଧ୍ୟରୁ ହାରାହାରି ୭୮% ଏହି ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ମଇ ୨୩ତାରିଖରେ ଫଳ ପ୍ରକାଶ […]

evm

evm

Hemant Lenka
  • Published: Monday, 29 April 2019
  • Updated: 29 April 2019, 10:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪ଟି ପର୍ଯ୍ୟାୟରେ ଆଜି ଶେଷ ହୋଇଥିବା ନିର୍ବାଚନରେ ମୋଟ ୧୩୦୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। କେବଳ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ହୋଇନଥିବାବେଳେ ବାକି ୧୪୬ଟି ବିଧାନସଭାରେ ୧୧୨୭ଜଣ ପ୍ରାର୍ଥୀ ଓ ୨୧ଟି ଲୋକସଭା ଆସନରେ ୧୭୪ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ରାଜ୍ୟର ଭୋଟରଙ୍କ ମଧ୍ୟରୁ ହାରାହାରି ୭୮% ଏହି ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ମଇ ୨୩ତାରିଖରେ ଫଳ ପ୍ରକାଶ ପାଇବାପରେ କାହା ମୁଣ୍ଡରେ ଭୋଟରମାନେ ସୁନା କଳସୀ ଢାଳିଛନ୍ତି, ତାହା ସ୍ପଷ୍ଟ ହୋଇଯିବ।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ୪ଟି ପର୍ଯ୍ୟାୟରେ ନିର୍ବାଚନରେ ୨୧ଟି ଲୋକସଭା ଆସନରେ ମୋଟ ୧୭୪ଜଣ ପ୍ରାର୍ଥୀ ଥିବାବେଳେ ଏଥିରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୨୫। ସେହିପରି ୧୪୬ ବିଧାନସଭା ଆସନରେ ମୋଟ ୧୧୨୭ ପ୍ରାର୍ଥୀଙ୍କ ମଧ୍ୟରେ ମାତ୍ର ୧୧୨ଜଣ(୧୦%) ମହିଳା ପ୍ରାର୍ଥୀ ଅଛନ୍ତି। ଚଳିତ ନିର୍ବାଚନରେ ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମହିଳା କାର୍ଡ ଖେଳିଥିଲେ ମଧ୍ୟ ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ମାତ୍ର ୨% ଅଧିକ ମହିଳା ପ୍ରାର୍ଥୀ ହୋଇପାରିଥିଲେ।

ସେହିପରି ୨୦୦୯ ବିଧାନସଭା ନିର୍ବାଚନରେ ମୋଟ ୧୨୬୧ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ୨୦୧୪ରେ ଏହା ୧୪୨୦କୁ ବୃଦ୍ଧି ପାଇଥିଲା। କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନରେ ଏହି ସଂଖ୍ୟା ୧୧୨୭କୁ ଖସି ଆସିଛି। ପାଟକୁରା ଆସନରେ ମୋଟ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଶେଷ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ହାରାହାରି ୬୪% ମତଦାନ ରେକର୍ଡ କରାଯାଇଛି। ଏହି ପର୍ଯ୍ୟାୟର ଚୂଡ଼ାନ୍ତ ମତଦାନ ହାର ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story