ନିଆଁରେ ପୋଡ଼ି ହୋଇ ବାପଝିଅଙ୍କ ମୃତ୍ୟୁ

ପିପିଲି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ପିପିଲି ଦାନଗୋହିରି ଗାଁରେ ଅଗ୍ନିକାଣ୍ଡ ଘଟଣାରେ ବାପଝିଅଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ମହମ୍ମଦ ଅବଦୁଲ(୬୫) ଓ ତାଙ୍କ ୧୨ ବର୍ଷୀୟା ଝିଅ ନାଜୋ ବେଗମଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲା। ଅନ୍ୟପକ୍ଷରେ ମରଣ ସହ ସଂଘର୍ଷ କରୁଛନ୍ତି ରହିମା ବିବି। କଟକ ବଡ଼ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ଶରୀରର ବି ୯୦ ପ୍ରତିଶତ ପୋଡ଼ି ହୋଇଯାଇଛି। ଗତକାଲି […]

Pipili

Pipili

Rakesh Mallick
  • Published: Sunday, 11 February 2018
  • Updated: 11 February 2018, 01:48 PM IST

Sports

Latest News

ପିପିଲି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ପିପିଲି ଦାନଗୋହିରି ଗାଁରେ ଅଗ୍ନିକାଣ୍ଡ ଘଟଣାରେ ବାପଝିଅଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ମହମ୍ମଦ ଅବଦୁଲ(୬୫) ଓ ତାଙ୍କ ୧୨ ବର୍ଷୀୟା ଝିଅ ନାଜୋ ବେଗମଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲା। ଅନ୍ୟପକ୍ଷରେ ମରଣ ସହ ସଂଘର୍ଷ କରୁଛନ୍ତି ରହିମା ବିବି। କଟକ ବଡ଼ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ଶରୀରର ବି ୯୦ ପ୍ରତିଶତ ପୋଡ଼ି ହୋଇଯାଇଛି।

ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ମହମ୍ମଦ ଅବଦୁଲ ରହୁଥିବା ତାଙ୍କ ଆଜବେଷ୍ଟ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏଥିରେ ଅବଦୁଲଙ୍କ ସମେତ ତାଙ୍କ ସ୍ତ୍ରୀ ରହିମା ବିବି ଓ ତାଙ୍କ ୧୨ ବର୍ଷୀୟା ଝିଅ ନାଜୋ ବେଗମ ପୋଡ଼ି ହୋଇ ଯାଇଥିଲେ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରିଥିଲା। ତିନି ଜଣଙ୍କୁ ପ୍ରଥମେ ପିପିଲି, ପରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ଓ ଶେଷରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ରାତିରେ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story