ଏକାଠି ମାଟ୍ରିକ୍‌ ପାସ୍‌ କଲେ ବାପପୁଅ

ଜଳେଶ୍ୱର(ଅଜିତ୍‌ କୁମାର ଦାସ୍‌): ପାଠପଢ଼ିବା ପାଇଁ ବା କିଛି ଶିଖିବା ପାଇଁ କିଛି ବୟସ ନଥାଏ। ଯେକୌଣସି ବୟସରେ ପାଠପଢ଼ି ହେବ। ତେବେ ଏଥିପାଇଁ କେବଳ ଦରକାର ଦୃଢ଼ ଇଚ୍ଛାଶକ୍ତି। କାରଣ ଇଚ୍ଛାଶକ୍ତି ଆଗରେ ବୟସ ବି ହାର ମାନିଯାଏ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ଜିଲ୍ଲାର ବିଜେପି ନେତା ଅରୁଣ ବେଜ (୫୮) ଏବଂ ତାଙ୍କ ପୁଅ ବିଶ୍ୱଜିତ (୩୦) ଚଳିତ ବର୍ଷ ଏକାଠି ମାଟ୍ରିକ୍ ପରୀକ୍ଷା ଦେଇ ସଫଳତା ହାସଲ କରିଛନ୍ତି।  […]

vlcsnap-2018-05-08-14h59m53s408

vlcsnap-2018-05-08-14h59m53s408

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 03:32 PM IST

Sports

Latest News

ଜଳେଶ୍ୱର(ଅଜିତ୍‌ କୁମାର ଦାସ୍‌): ପାଠପଢ଼ିବା ପାଇଁ ବା କିଛି ଶିଖିବା ପାଇଁ କିଛି ବୟସ ନଥାଏ। ଯେକୌଣସି ବୟସରେ ପାଠପଢ଼ି ହେବ। ତେବେ ଏଥିପାଇଁ କେବଳ ଦରକାର ଦୃଢ଼ ଇଚ୍ଛାଶକ୍ତି। କାରଣ ଇଚ୍ଛାଶକ୍ତି ଆଗରେ ବୟସ ବି ହାର ମାନିଯାଏ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ଜିଲ୍ଲାର ବିଜେପି ନେତା ଅରୁଣ ବେଜ (୫୮) ଏବଂ ତାଙ୍କ ପୁଅ ବିଶ୍ୱଜିତ (୩୦) ଚଳିତ ବର୍ଷ ଏକାଠି ମାଟ୍ରିକ୍ ପରୀକ୍ଷା ଦେଇ ସଫଳତା ହାସଲ କରିଛନ୍ତି।  ଉଭୟେ ଜଳେଶ୍ୱର ଅଞ୍ଚଳର ଦାଗପୁଞ୍ଜିସ୍ଥିତ ଚୈତନ୍ୟ ଦେବ ମୁକ୍ତ ବିଦ୍ୟାଳୟରେ ପାଠ ପଢିଥିଲେ ଓ ମନୋରଞ୍ଜନ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ।

ବାଲେଶ୍ୱର ଜିଲ୍ଲା ବିଜେପି ଉପସଭାପତି ଥିବା ଅରୁଣ ୨୦୧୪ରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ତେବେ ସେ ମାଟ୍ରିକ୍ ପାସ୍ କରିପାରି ନ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପୁଅ ବିଶ୍ୱଜିତ୍ ମଧ୍ୟ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରି ନ ଥିଲେ। ତେଣୁ ଉଭୟେ ପୁଣି ଥରେ ମାଟ୍ରିକ ପରୀକ୍ଷା ଦେବା ଲାଗି ନିଷ୍ପତ୍ତି ନେଇଥିଲେ।  କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ବଳରେ ଉଭୟ ବାପପୁଅ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୁହେଁ  ସମାନ  ନମ୍ବର ବି ରଖିଛନ୍ତି। ବାପପୁଅ ଉଭୟ ୩୪୨ ନମ୍ବର ରଖିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story