ମହୁମାଛି ଆକ୍ରମଣରେ ଚାଲିଗଲା ବାପା ଝିଅର ଜୀବନ

ରାଉରକେଲା(ପବନ ତିୱାରି): ମହୁମାଛି ଆକ୍ରମଣରେ ବାପା ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କାଂଶବାହାଲ ନିକଟ ପାନପୋଷ ଗଉତିଆପଡ଼ା ଗାଁର। ମିଳିଥିବା ସୂଚନା ଅନୁସାରେ, ଗତକାଲି ବାପ ଝିଅ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ମହୁମାଝି ସେମାନଙ୍କୁ ଆକ୍ରମଣ କରିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରରେ ଉଦ୍ଧାର କରାଯାଇ କାଂଶବାହାଲର ଲାଇଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ଗତକାଲି ରାତିରେ ଆରଜିଏଚ୍‌ରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ […]

honeybee-

honeybee-

Tapaswini Nayak
  • Published: Monday, 11 October 2021
  • Updated: 11 October 2021, 11:50 AM IST

Sports

Latest News

ରାଉରକେଲା(ପବନ ତିୱାରି): ମହୁମାଛି ଆକ୍ରମଣରେ ବାପା ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କାଂଶବାହାଲ ନିକଟ ପାନପୋଷ ଗଉତିଆପଡ଼ା ଗାଁର।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବାପ ଝିଅ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ମହୁମାଝି ସେମାନଙ୍କୁ ଆକ୍ରମଣ କରିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରରେ ଉଦ୍ଧାର କରାଯାଇ କାଂଶବାହାଲର ଲାଇଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ଗତକାଲି ରାତିରେ ଆରଜିଏଚ୍‌ରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଗତକାଲି ମହୁମାଝି ଆକ୍ରମଣରେ କରଞ୍ଜିଆର ରରୁଆଁ ଥାନା ଅନ୍ତର୍ଗତ ବଡ଼ପାଣିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା ବେଳେ କେନ୍ଦୁଝର ଜିଲ୍ଲା ନଇଗୋଡ଼ା ଗାଁର ଜଣେ ଯୁବକ ମହୁମାଛି ଆକ୍ରମଣରେ ପ୍ରାଣ ହରାଇଥିଲେ।

ବଡ଼ପାଣି ଗାଁର ପରେଶ ଚନ୍ଦ୍ର ନାଏକ ଘର ନିକଟରେ ହଳ କରୁଥିବା ସମୟରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା । ସେହିପରି ନଇଗୋଡା ଗାଁର ଚେମୁଟୁ ମହାରଣା ଛେଳି ରାରଇବାକୁ ନିକଟସ୍ଥ ସନ୍ତିଆରସ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଗଛରେ ଥିବା ମହୁମାଛି ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story