୨୦୧୭ ଫେମିନା ମିସ୍‌ଇଣ୍ଡିଆ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୩ ଯୁବତୀ ମନୋନୀତ

ଭୁବନେଶ୍ୱର: ୨୦୧୭ ଫେମିନା ମିସ୍‌ଇଣ୍ଡିଆ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୩ଜଣ ଯୁବତୀ ମନୋନୀତ ହୋଇଛନ୍ତି। ସେମାନେ ହେଲେ ମନପ୍ରୀତ କୌର,ସୋନିକା ରୟ ଓ କ୍ରିଷ୍ଟିନା ବିଜୁ। ଏହି ତିନିଜଣଙ୍କୁ କୋଲକାତାରେ ହେବାକୁ ଥିବା ଇଷ୍ଟଜୋନ ପ୍ରତିଯୋଗିତା ପାଇଁ ଗୋଲଡେନ୍‌ ଟିକେଟ୍‌ ମିଳିଛି। ଏଥିପାଇଁ ରବିବାର ଭୁବନେଶ୍ୱର ବିଗ ବଜାର ପରିସରରେ ଅନୁଷ୍ଠିତ ହୋଇଥିଲା ଅଡିସନ୍‌। ଆସନ୍ତା ୨୮ ତାରିଖରେ କୋଲକାତାରେ ହେବାକୁ ଥିବା ଇଷ୍ଟଜୋନ ପ୍ରତିଯୋଗିତାରେ ସେମାନେ ଭାଗ ନେବେ। ଏହି ପ୍ରତିଯୋଗିତାରେ ପୂର୍ବାଞ୍ଚଳ ରାଜ୍ୟର ଶ୍ରେଷ୍ଠ […]

miss-india

miss-india

Rakesh Mallick
  • Published: Monday, 06 March 2017
  • Updated: 06 March 2017, 02:05 PM IST

Sports

Latest News

ଭୁବନେଶ୍ୱର: ୨୦୧୭ ଫେମିନା ମିସ୍‌ଇଣ୍ଡିଆ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୩ଜଣ ଯୁବତୀ ମନୋନୀତ ହୋଇଛନ୍ତି। ସେମାନେ ହେଲେ ମନପ୍ରୀତ କୌର,ସୋନିକା ରୟ ଓ କ୍ରିଷ୍ଟିନା ବିଜୁ। ଏହି ତିନିଜଣଙ୍କୁ କୋଲକାତାରେ ହେବାକୁ ଥିବା ଇଷ୍ଟଜୋନ ପ୍ରତିଯୋଗିତା ପାଇଁ ଗୋଲଡେନ୍‌ ଟିକେଟ୍‌ ମିଳିଛି। ଏଥିପାଇଁ ରବିବାର ଭୁବନେଶ୍ୱର ବିଗ ବଜାର ପରିସରରେ ଅନୁଷ୍ଠିତ ହୋଇଥିଲା ଅଡିସନ୍‌।

ଆସନ୍ତା ୨୮ ତାରିଖରେ କୋଲକାତାରେ ହେବାକୁ ଥିବା ଇଷ୍ଟଜୋନ ପ୍ରତିଯୋଗିତାରେ ସେମାନେ ଭାଗ ନେବେ। ଏହି ପ୍ରତିଯୋଗିତାରେ ପୂର୍ବାଞ୍ଚଳ ରାଜ୍ୟର ଶ୍ରେଷ୍ଠ ପ୍ରତିଯୋଗୀମାନେ ମୁମ୍ବାଇରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ଭାଗ ନେବେ। ଏହି ପ୍ରତିଯୋଗିତାରେ ମିସ୍‌ ଇଣ୍ଡିଆ କ୍ରାଉନ ପାଇଁ ଆଶା ରଖିଛନ୍ତି ସମସ୍ତ ପ୍ରତିଯୋଗୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story