ପଞ୍ଚମ ଅନ୍ତର୍ଜାତୀୟ ଇଣ୍ଡିଆ ସର୍ଫ ଫେଷ୍ଟିଭାଲର ଆଜି ଉଦଯାପନୀ ଦିବସ

କୋଣାର୍କ: କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ଚାଲିଥିବା ପଞ୍ଚମ ଅନ୍ତର୍ଜାତୀୟ ଇଣ୍ଡିଆ ସର୍ଫ ଫେଷ୍ଟିଭାଲର ଆଜି ଉଦଯାପନୀ ଦିବସ। ଗତକାଲି ଦ୍ୱିତୀୟ ଦିନରେ ଏସିଆ ସର୍ଫିଙ୍ଗ ଚମ୍ପିୟାନସିପ୍‌, ଷ୍ଟାଣ୍ଡ ଅପ୍‌ ପେଡ଼ାଲ ଚମ୍ପିୟାନସିପ୍‌ ଅନୁଷ୍ଠିତ ହୋଇଥିଲା। ଏଥିସହ ପାରା ସେଲିଂ ଭଳି ବିଭିନ୍ନ ଦୁଃସାହାସିକ କ୍ରୀଡା ଅନୁଷ୍ଠିତ ହୋଇଥିଲା। ସମୁଦ୍ର ମଧ୍ୟରେ ୨୨ ଜଣ ସର୍ଫର  ଚିତାକର୍ଷକ ସର୍ଫିଙ୍ଗ ପ୍ରଦର୍ଶନ କରିଥିଲେ। କୁଶଭଦ୍ରା ନଦୀ ଜଳରେ ୧୦ ଜଣ ଭାରତୀୟ ସର୍ଫର ଷ୍ଟାଣ୍ଡ ଅପ୍‌ ପେଡାଲ ଚମ୍ପିୟାନସିପରେ ଭାଗ […]

surfing

surfing

Rakesh Mallick
  • Published: Monday, 14 November 2016
  • Updated: 14 November 2016, 10:04 AM IST

Sports

Latest News

କୋଣାର୍କ: କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ଚାଲିଥିବା ପଞ୍ଚମ ଅନ୍ତର୍ଜାତୀୟ ଇଣ୍ଡିଆ ସର୍ଫ ଫେଷ୍ଟିଭାଲର ଆଜି ଉଦଯାପନୀ ଦିବସ।

ଗତକାଲି ଦ୍ୱିତୀୟ ଦିନରେ ଏସିଆ ସର୍ଫିଙ୍ଗ ଚମ୍ପିୟାନସିପ୍‌, ଷ୍ଟାଣ୍ଡ ଅପ୍‌ ପେଡ଼ାଲ ଚମ୍ପିୟାନସିପ୍‌ ଅନୁଷ୍ଠିତ ହୋଇଥିଲା। ଏଥିସହ ପାରା ସେଲିଂ ଭଳି ବିଭିନ୍ନ ଦୁଃସାହାସିକ କ୍ରୀଡା ଅନୁଷ୍ଠିତ ହୋଇଥିଲା। ସମୁଦ୍ର ମଧ୍ୟରେ ୨୨ ଜଣ ସର୍ଫର  ଚିତାକର୍ଷକ ସର୍ଫିଙ୍ଗ ପ୍ରଦର୍ଶନ କରିଥିଲେ। କୁଶଭଦ୍ରା ନଦୀ ଜଳରେ ୧୦ ଜଣ ଭାରତୀୟ ସର୍ଫର ଷ୍ଟାଣ୍ଡ ଅପ୍‌ ପେଡାଲ ଚମ୍ପିୟାନସିପରେ ଭାଗ ନେଇ କଳା କୌଶଳ ଦେଖାଇଥିଲେ। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୨୦ ଜଣ ଲାଇଫଗାର୍ଡଙ୍କୁ ସେଠାରେ ନିୟୋଜିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos