ଭୋଗ ଖାଇ ୫୦ ଅସୁସ୍ଥ

ମାଲକାନଗିରି( ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାର ଏମଭି -୨୫ ଗାଁରେ ବିଷାକ୍ତ ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଏବେ ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି। ଗତକାଲି ଏମଭି -୨୫ ଗାଁରେ ଏକ ପୂଜାର୍ଚ୍ଚନା ହୋଇଥିଲା। ଗାଁ ଲୋକେ ଏହି କାର୍ଯ୍ୟକ୍ରମରେ ଭୋଗ ଖାଇଥିଲେ। ତେବେ ଯେଉଁ ଗାଈର କ୍ଷୀରରେ ଭୋଗ ତିଆରି ହୋଇଥିଲା, ସେହି ଗାଈକୁ ପାଗଳା କୁକୁର କାମୁଡ଼ି ଥିବା […]

malmmmmmmm

malmmmmmmm

Tapaswini Nayak
  • Published: Thursday, 06 June 2019
  • Updated: 06 June 2019, 05:19 PM IST

Sports

Latest News

ମାଲକାନଗିରି( ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାର ଏମଭି -୨୫ ଗାଁରେ ବିଷାକ୍ତ ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଏବେ ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି।

ଗତକାଲି ଏମଭି -୨୫ ଗାଁରେ ଏକ ପୂଜାର୍ଚ୍ଚନା ହୋଇଥିଲା। ଗାଁ ଲୋକେ ଏହି କାର୍ଯ୍ୟକ୍ରମରେ ଭୋଗ ଖାଇଥିଲେ। ତେବେ ଯେଉଁ ଗାଈର କ୍ଷୀରରେ ଭୋଗ ତିଆରି ହୋଇଥିଲା, ସେହି ଗାଈକୁ ପାଗଳା କୁକୁର କାମୁଡ଼ି ଥିବା ଜଣାପଡ଼ିଥିଲା। ଏହା ଜାଣିବା ସମସ୍ତେ ଆତଙ୍କିତ ହୋଇପଡ଼ିଥିଲେ।

ଯେଉଁମାନେ ଗାଈଟିର ଯତ୍ନ ନେଉଥିଲେ, ସେମାନଙ୍କୁ ପ୍ରତିଷେଧକ ଭ୍ୟାକସିନ୍‌ ଦିଆଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story