ହେଲମେଟ ଚେକ୍‌ରୁ ହାତାହାତି

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ହେଲମେଟ୍‌ କାହିଁ ବୋଲି ପଚାରିବାରୁ ହାତାହାତି ହୋଇଗଲେ ପୁଲିସ୍‌ ଓ ବାଇକ୍‌ ଚାଳକ। ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ।  ଏପରି  ସ୍ଥିତି ପାଇଁ ଗତ କାଲି ରାତିରେ କିଛି ସମୟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ୍ ଥାନା ତିନିମୁହାଣୀ ଛକ ପାଲଟି ଯାଇଥିଲା  ଋଣ କ୍ଷେତ୍ରା। ଗତ ରାତିରେ ବାଇକ୍ ଚାଳକ ଜଣକ ବିନା ହେଲମେଟରେ କେନ୍ଦ୍ରାପ଼ଡା ଅଭିମୁଖେ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା ।  […]

tension situation

tension situation

Niharika Rout
  • Published: Thursday, 09 September 2021
  • Updated: 09 September 2021, 11:44 AM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ହେଲମେଟ୍‌ କାହିଁ ବୋଲି ପଚାରିବାରୁ ହାତାହାତି ହୋଇଗଲେ ପୁଲିସ୍‌ ଓ ବାଇକ୍‌ ଚାଳକ। ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ।  ଏପରି  ସ୍ଥିତି ପାଇଁ ଗତ କାଲି ରାତିରେ କିଛି ସମୟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ୍ ଥାନା ତିନିମୁହାଣୀ ଛକ ପାଲଟି ଯାଇଥିଲା  ଋଣ କ୍ଷେତ୍ରା।

ଗତ ରାତିରେ ବାଇକ୍ ଚାଳକ ଜଣକ ବିନା ହେଲମେଟରେ କେନ୍ଦ୍ରାପ଼ଡା ଅଭିମୁଖେ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା ।  ଏହାପରେ ହେଲମେଟ୍ କାହିଁ ବୋଲି ପ୍ରଶ୍ନ କରିଥିଲା । ତେବେ ପୁଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ଚାଳକ ଅଭିଯୋଗ କରିଛନ୍ତି । ସେପଟେ ବାଇକ୍ ଚାଳକ ହେଲମେଟ୍ ପିନ୍ଧିନଥିବା ବେଳେ ପଚାରିବାରୁ ଡ୍ୟୁଟିରେ ଥିବା ମହିଳା SIଙ୍କୁ ଦୁର୍ବ୍ୟବହାର କରିଥିବା ପୁଲିସ କହିଛି ।  ଚେକିଂ କରୁଥିବା ପୋଲିସ ଓ ବାଇକ ଚାଳକଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ଏବଂ ପରେ ଧସ୍ତାଧସ୍ତି ହୋଇଥିଲା  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story